ବନ୍ଦ ପାଇଁ ଉକ୍ରଳ ବିଶ୍ୱ ବିଦ୍ୟାଳୟ ସବୁ ପରୀକ୍ଷା ବାତିଲ
ଭୁବନେଶ୍ୱର, ୨୦ ଫେବୃଆରୀ- ପ୍ରାଇସ, ପ୍ରେଷ୍ଟିଜ, ପେନସନ ଏବଂ ଏମଏସପି ବୃଦ୍ଧିକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଥିବାରୁ ଆସନ୍ତା କାଲି ହେବାକୁ ଥିବା ଉକ୍ରଳ ବିଶ୍ୱ ବିଦ୍ୟାଳୟ ସମସ୍ତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି । ବାତିଲ ହୋଇଥିବା ପରୀକ୍ଷା କେବେ, କେଉଁଦିନ ହେବ ସେ ସମ୍ପର୍କରେ ପରବର୍ତୀ ସମୟରେ ଜଣାଇ ଦିଆଯିବ ବୋଲି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଅପରାଧ
ବନ୍ଦ ପାଇଁ ଉକ୍ରଳ ବିଶ୍ୱ ବିଦ୍ୟାଳୟ ସବୁ ପରୀକ୍ଷା ବାତିଲ
More in ଅପରାଧ
-
ରାଜୀବ ଆବାସ ଯୋଜନା କେଳେଙ୍କାରୀ -୧
ଘର ହାତେଇବା ପାଇଁ ରାଜନୀତି ଆରମ୍ଭ ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ପାଇଁ ଉଦିଷ୍ଟ ରାଜୀବ ଆବାସ ଯୋଜନା...
-
ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’
ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’ ସରକାରଙ୍କ କାର୍ଯ୍ୟପ୍ରଣାଲୀ ଓ ଶାସକ ଦଳ ଉପରେ...
-
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ .
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ . -ଝିଅ ଲଣ୍ଡନ ପଳାୟନ କରୁଥିବାପାଇଁ...
-
ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ – ଅପରାଧୀଙ୍କୁ ପୋଲିସ...