‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨
ଚାନ୍ଦିପୁର :- 22-12 -ଓଡିଶା ଉପକୂଳରେ ଅବସ୍ଥିତ ଅବଦୁଲ କାଲାମ ଦ୍ବୀପର 4 ନଂ ଲଞ୍ଚ ପ୍ୟାଡ଼ରୁ ‘ପ୍ରଳୟ’ କ୍ଷପଣାସ୍ତ୍ର ପରୀକ୍ଷା କରାଯାଇଛି 丨 ପ୍ରତିରକ୍ଷା ବିଭାଗର ନିଜସ୍ୱ ବିକଶିତ କ୍ଷପଣାସ୍ତ୍ର ‘ପ୍ରଳୟ’ ହେଉଛି ଏକ ସ୍ୱଳ୍ପ ଦୂରଗାମୀ ବଲାସ୍ଟିକ କ୍ଷପଣାସ୍ତ୍ର 丨 ଏହା 350 କିଲୋମିଟର ରୁ 500 କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କରିପାରିବ 丨 ଏହି ମିଶାଇଳଟି ସମ୍ପୂର୍ଣ ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ବେଳେ ଏହାର ଓଜନ 5 ଟନ ଅଟେ 丨 ଏହାର ପାରମ୍ପରିକ ଯୁଦ୍ଧାସ୍ତ୍ର 500 କିଲୋଗ୍ରାମରୁ 1000 କିଲୋଗ୍ରାମ ପର୍ଯ୍ୟନ୍ତ ଧାରଣକରିବାର କ୍ଷମତା ରହିଛି 丨
ଦେଶ
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨
More in ଦେଶ
-
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨 ନୂଆଦିଲ୍ଲୀ :- 22-12-ନିର୍ଧାରିତ ସମୟ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ...
-
ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ଇଡିର ପଚରା ଉଚରା ।
ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ପଚରା ଉଚରା...
-
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ |
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ | ଭୁବନେଶ୍ୱର -: 19/12 – ଜନସାଧାରଣ ସତର୍କ ନରହିଲେ ନୂଆବର୍ଷରୁ...
-
ସମଗ୍ର ଭାରତ ବର୍ଷରେ ରେଳ ଲାଇନ କଡରେ ଥିବା ବସ୍ତି ଗୁଡିକର ଉଛେଦ ହବ |
ସମଗ୍ର ଭାରତ ବର୍ଷରେ ରେଳ ଲାଇନ କଡରେ ଥିବା ବସ୍ତି ଗୁଡିକର ଉଛେଦ ହବ | ନୂଆଦିଲ୍ଲୀ -:...