ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ କୋହଳ କର :- ଜେଡିୟୁ l
ଜେଡିୟୁ ପେଟ୍ରୋଲ ଡିଜେଲର ଦର ବୃଦ୍ଧିକୁ ରୋକିବା ପାଇଁ ମୋଦିଙ୍କ ନିକଟରେ ଦାବିକରିଛି l
ପେଟ୍ରୋଲ ଡିଜେଲ ର ଦର ବୃଦ୍ଧିକୁ ରୋକିବା ପାଇଁ ଜନତା ଦଳ ୟୁନାଇଟେଡ଼ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବିକରିଛି l ପେଟ୍ରୋଲ ମଙ୍ଗଳବାର ଦିନ ମୁମ୍ବାଇ ବଜାରରେ ଦରଥିଲା 86.56 ପଇସା l ଜନତା ଦଳ ୟୁନାଇଟେଡ଼ (ଜେଡିୟୁ) ର ପ୍ରଧାନ ସାଧାରଣ ସମ୍ପାଦକ କେ ସି ତ୍ୟାଗୀ ପେଟ୍ରୋଲିଓମ ଦ୍ରବ୍ୟ ଉପରୁ ଟିକସ କୋହଳ କରିବାପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି l 1 ଜାନୁଆରୀରେ ପେଟ୍ରୋଲ ଲିଟର 69.57 ପଇସା ଥିଲା l ଅର୍ଥାତ ଆଠ ମାସରେ 13.34% ଦରରେ ବୃଦ୍ଧି ଘଟିଛି l
ଦେଶ
ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ କୋହଳ କର :- ଜେଡିୟୁ l
More in ଦେଶ
-
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨 ଚାନ୍ଦିପୁର :- 22-12 -ଓଡିଶା ଉପକୂଳରେ ଅବସ୍ଥିତ ଅବଦୁଲ କାଲାମ ଦ୍ବୀପର...
-
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨 ନୂଆଦିଲ୍ଲୀ :- 22-12-ନିର୍ଧାରିତ ସମୟ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ...
-
ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ଇଡିର ପଚରା ଉଚରା ।
ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ପଚରା ଉଚରା...
-
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ |
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ | ଭୁବନେଶ୍ୱର -: 19/12 – ଜନସାଧାରଣ ସତର୍କ ନରହିଲେ ନୂଆବର୍ଷରୁ...