
ପିସିସିର ସବୁ କମିଟି ଭାଙ୍ଗିଲା
ଭୁବନେଶ୍ୱର, ୨୬ ଅଗଷ୍ଟ – ଓଡ଼ିଶା ପିସିସିର ସଭାପତି ଏବଂ କାର୍ଯ୍ୟକାରୀ ସଭାପତିଙ୍କୁ ଅପରିବର୍ତିତ ରଖାଯାଇଥିଲା ବେଳେ ଗତ ନିର୍ବାଚନରେ ଗଠିତ ହୋଇଥିବା ସମସ୍ତ କମିଟି ଗୁଡ଼ିକୁ ଭାଙ୍ଗି ଦିଆଯାଇଛି । ଏହା ବ୍ୟତୀତ ପଦାଧିକାରୀ ମାନଙ୍କୁ ମଧ୍ୟ ଅପସାରଣ କରାଯାଇଛି । ଏଆଇସିସିର ସାଧାରଣ ସମ୍ପାଦକ ଭେନୁଗୋପାଲ ଏହି ସୂଚନା ଦେଇଛନ୍ତି ।
