ବିିରୋଧୀ ଦଳ ଏକତା ଭାଙ୍ଗୁଛି, ନ୍ୟାସନାଲ କନଫ୍ରେନ୍ସ କଂଗ୍ରେସ ସହ ମେଂଟ ଛିନ୍ନ କଲା
ଶ୍ରୀନଗର, ୦୪ ଜୁନ – ୨୦୧୯ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳ ମାନେ ଯେପରି ଭାବେ ଏକାଠି ହୋଇ ଥିଲେ ନିର୍ବାଚନରେ ପରାଜୟ ପରେ ସେମାନଙ୍କର ଏକତା ଦୋହଲିବାରେ ଲାଗିଲାଣି ।
ମଙ୍ଗଳବାର ଦିନ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସିପିର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ତାଙ୍କ ଦଳର କଂଗ୍ରେସ ସହ ସମସ୍ତ ଛିନ୍ନ ହେଲା ବୋଲି ଘୋଷଣା କରିଛନ୍ତି ।
ଆଗାମୀ ବିଧାନ ସଭା ନିର୍ବାଚନରେ ନ୍ୟାସନାଲ କନଫ୍ରେନ୍ସ କଂଗ୍ରେସ ସହ ମେଂଟ କରି ନୁହଁ ବରଂ ଏକାକୀ ନିର୍ବାଚନ ଲଢିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ତାଙ୍କ ଦଳ ଜାମ୍ମୁ କାଶ୍ମୀରରେ ଏକୁଟିଆ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।
ଦେଶ
ନ୍ୟାସନାଲ କନଫ୍ରେନ୍ସ କଂଗ୍ରେସ ସହ ମେଂଟ ଛିନ୍ନ କଲା
More in ଦେଶ
-
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨 ଚାନ୍ଦିପୁର :- 22-12 -ଓଡିଶା ଉପକୂଳରେ ଅବସ୍ଥିତ ଅବଦୁଲ କାଲାମ ଦ୍ବୀପର...
-
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨 ନୂଆଦିଲ୍ଲୀ :- 22-12-ନିର୍ଧାରିତ ସମୟ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ...
-
ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ଇଡିର ପଚରା ଉଚରା ।
ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ପଚରା ଉଚରା...
-
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ |
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ | ଭୁବନେଶ୍ୱର -: 19/12 – ଜନସାଧାରଣ ସତର୍କ ନରହିଲେ ନୂଆବର୍ଷରୁ...