ଧାନ ବିକ୍ରୀ କରିବାକୁ ଚାହୁଁଥିବା ଚାଷୀଙ୍କୁ ମାଡ ଉପରେ କଡା ପ୍ରତିକ୍ରିୟା ଦେଲେ ନିରଂଜନ
ଭୁବନେଶ୍ୱର, ୧୦ ଜାନୁଆରୀ – ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲା ଗଞ୍ଜାମରେ ଜଣେ ଚାଷୀଙ୍କୁ ଧାନମଣ୍ଡିରେ ମାଡ ମରା ଯିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ରାଜ୍ୟ ସଭାପତି ନିରଂଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ଏହି ଘଟଣା ଉପରେ ଗଲା ଏହି ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଟ୍ୱିଟ କରିଛନ୍ତି ।
ଶ୍ରୀ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମରେ ଚାଷୀ ଏବେ କେବଳ ଏଥିପାଇଁ ମାଡ ଖାଇଲେ ଯେ, ସେମାନେ ତାଙ୍କର କୃଷି ଉତ୍ପାଦ କୁ ବିକ୍ରୀ କରିବାକୁ ଚାହୁଁଥିଲେ । ବିଜେଡି ଚାଷୀ ମାନଙ୍କୁ ଦୁଇଟି ବିକଳ୍ପ ଦେଉଛି । ଗୋଟିଏ ହେଲା ଯଦି ଋଣଭାରରେ ଅଛ ତେବେ ଆତ୍ମହତ୍ୟା କର ବା ଉତ୍ପାଦର ମୂଲ୍ୟ ସଠିକ ମାଗିବ ତାହାହେଲେ ପିଟା ଖାଇବ ।
ଓଡିଶା
ଧାନ ବିକ୍ରୀ କରିବାକୁ ଚାହୁଁଥିବା ଚାଷୀଙ୍କୁ ମାଡ ଉପରେ କଡା ପ୍ରତିକ୍ରିୟା ଦେଲେ ନିରଂଜନ
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...