ଭୁବନେଶ୍ୱର :- ଗାନ୍ଧୀ ଜୟନ୍ତୀ ଠାରୁ ପ୍ଲାଷ୍ଟିକ ବନ୍ଦ । ପାଞ୍ଚଟି ମୁନିସିପାଲ କର୍ପୋରେସନ ସମେତ ପୁରୀ ସହରରେ ମଧ୍ୟ ପ୍ରଚଳନକୁ ବନ୍ଦ କରାଯିବ । ଓଡିଶା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏକ ନୋଟିସ ଜାରିକରି ଏହା କୁହାଯାଇଅଛି ଯେ, କୌଣସି ବ୍ୟକ୍ତି କିମ୍ବା ଅନ୍ୟ କାହାଦ୍ୱାରା ଭୁବନେଶ୍ୱର,କଟକ,ବ୍ରହ୍ମହପୁର ,ରାଉରକେଲା ,ସମ୍ବଲପୁର ଓ ଟୁରିଷ୍ଟ ସ୍ଥାନ ପୁରୀରେ ପ୍ଲାଷ୍ଟିକ ବସ୍ତୁର ପରିବହନ ,ଗଛିତ କିମ୍ବା ତିଆରି କରିବା ନିଷେଧ ଅଟେ ।ଏହା ଦ୍ୱାରା ଆଗାମୀ ଅକ୍ଟୋବର 2 ତାରିଖ ଠାରୁ ପ୍ଲାଷ୍ଟିକ କିମ୍ବା ପ୍ଲାଷ୍ଟିକ ନିର୍ମିତ ବସ୍ତୁ ବିକ୍ରୟ ହୋଇପାରିବ ନାହିଁ ।
ଅପରାଧ
ଗାନ୍ଧୀ ଜୟନ୍ତୀ ଠାରୁ ପ୍ଲାଷ୍ଟିକ ବନ୍ଦ
More in ଅପରାଧ
-
ରାଜୀବ ଆବାସ ଯୋଜନା କେଳେଙ୍କାରୀ -୧
ଘର ହାତେଇବା ପାଇଁ ରାଜନୀତି ଆରମ୍ଭ ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ପାଇଁ ଉଦିଷ୍ଟ ରାଜୀବ ଆବାସ ଯୋଜନା...
-
ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’
ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’ ସରକାରଙ୍କ କାର୍ଯ୍ୟପ୍ରଣାଲୀ ଓ ଶାସକ ଦଳ ଉପରେ...
-
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ .
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ . -ଝିଅ ଲଣ୍ଡନ ପଳାୟନ କରୁଥିବାପାଇଁ...
-
ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ – ଅପରାଧୀଙ୍କୁ ପୋଲିସ...