
କୋଣାର୍କ ପ୍ରସଙ୍ଗ
ପରବର୍ତ୍ତୀ ଶୁଣାଣୀ ୨୧ରେ
ଭୁବନେଶ୍ୱର,୧୮ା୧୨ : କୋଣାର୍କ ମନ୍ଦିରର ସୁରକ୍ଷା ଓ ମରାମତି ପ୍ରସଙ୍ଗରେ ଏଏସଆଇ କର୍ତୃପକ୍ଷ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଜାନୁଆରୀ ୨୧ ତାରିଖରେ ପରବର୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ ହୋଇଛି । ବିଶେଷଜ୍ଞ କମିଟିଙ୍କ ରିପୋର୍ଟ ଦାଖଲ କରିବା ପାଇଁ ଏଏସଆଇ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
