
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେରଳ ବନ୍ୟା ପୀଡିତଙ୍କ ପାଇଁ ଅଧିକ ପାଞ୍ଚ କୋଟି ଟଂକା ର ସହାୟତା ମଂଜୁର କରିଛନ୍ତି l କେରଳ କୁ ପାଞ୍ଚଶହ ମେଟ୍ରିକ ଟନର ପଲିଥିନ ସହାୟତା ଦେଇଛନ୍ତି ଯାହାର ମୂଲ୍ୟ ଆଠ କୋଟି ଟଙ୍କା l ଓଡିଶା ର ସରକାରୀ ପ୍ରତିନିଧି ମଣ୍ଡଳ ଇତିମଧ୍ୟରେ କେରଳ ଗସ୍ତରେ ଅଛନ୍ତି l ସେମାନେ ଓଡ଼ିଆ ଲୋକଙ୍କ ସହାୟତା ତଥା ସେମାନ ଙ୍କର କ୍ଷୟ କ୍ଷତିର ତଦାରଖ କରିବେ l
