କାଳିଆ ଯୋଜନା ଫର୍ମ ନମିଳିବାରୁ ବିଭିନ୍ନ ସ୍ଥାନରେ ଉତ୍ତେଜନା
ଭୁବନେଶ୍ୱର,୭ା୧ : ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଘୋଷଣା କରାଯାଇଥିବା କାଳିଆ ଯୋଜନାର ଫର୍ମ ନମିଳିବାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଉତେଜନା ଦେଖାଯାଇଛି । କିଛି ସ୍ଥାନରେ ଆରଆଇ ଓ ନୋଡାଲ ଅଫିସରଙ୍କୁ ଅଟକ ରଖାଯାଇଥିବା ବେଳେ ହାତାହାତି ଓ ଛୁରାମାଡ ପର୍ଯ୍ୟନ୍ତ କଥା ଯାଇଛି । ଏହି ଫର୍ମ ନେବା ପାଇଁ ଘଂଟା ଘଂଟା ଧରି ଧାଡିରେ ଠିଆ ହୋଇଥିବାର ଦେଖାଯାଇଥିଲା ।
ଅପରାଧ
କାଳିଆ ଯୋଜନା ଫର୍ମ ନମିଳିବାରୁ ବିଭିନ୍ନ ସ୍ଥାନରେ ଉତ୍ତେଜନା
More in ଅପରାଧ
-
ରାଜୀବ ଆବାସ ଯୋଜନା କେଳେଙ୍କାରୀ -୧
ଘର ହାତେଇବା ପାଇଁ ରାଜନୀତି ଆରମ୍ଭ ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ପାଇଁ ଉଦିଷ୍ଟ ରାଜୀବ ଆବାସ ଯୋଜନା...
-
ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’
ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’ ସରକାରଙ୍କ କାର୍ଯ୍ୟପ୍ରଣାଲୀ ଓ ଶାସକ ଦଳ ଉପରେ...
-
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ .
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ . -ଝିଅ ଲଣ୍ଡନ ପଳାୟନ କରୁଥିବାପାଇଁ...
-
ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ – ଅପରାଧୀଙ୍କୁ ପୋଲିସ...