ନୂଆଦିଲ୍ଲୀ :- ଆରଏସଏସର ଆର୍ଥିକ ଶାଖା ପ୍ରମୁଖ ଏକ ବକ୍ତବ୍ୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣର ଉରଜିତ ପଟେଲଙ୍କୁ ସମାଲୋଚନା କରି କହିଛନ୍ତିଯେ ଯଦି ଉରଃଜିତ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରିପାରୁନାହାନ୍ତି ତେବେ ତୁରନ୍ତ ପଦ ଛାଡ଼ିଦେବା ଉଚିତ । ଆରଏସଏସର ଆର୍ଥିକ ଶାଖା (ସ୍ବଦେଶୀ ଜାଗରଣ ମଂଚ) ପ୍ରମୁଖ ଅଶ୍ୱନୀ ମହାରାଜ କେନ୍ଦ୍ରରେ ମୋଦି ସରକାର ର ବୈଚାରିକ ସଲାହକାର ଅଛନ୍ତି । ଏହା କହିବାଦ୍ୱାରା ସେ ଉପୁଜିଥିବା ସମସ୍ୟାରେ ହସ୍ତକ୍ଷେପ କରି ନିଅଁ ରେ ଘିଅ ଢ଼ାଳିବା ସଦୃଶ କାର୍ଯ୍ୟ କରିଛନ୍ତି । ଏହା ଦ୍ୱାରା ଉରଜିତ ପଟେଲଙ୍କ ଇସ୍ତଫା ଦେବା ପ୍ରାୟ ନିଶ୍ଚିତ ହୋଇସାରିଛି ବୋଲି ଚର୍ଚା ହଉଛି ।
ଦେଶ
ଉରଜିତ ପଟେଲ ଇସ୍ତଫା ଦେବେ ?
More in ଦେଶ
-
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨 ଚାନ୍ଦିପୁର :- 22-12 -ଓଡିଶା ଉପକୂଳରେ ଅବସ୍ଥିତ ଅବଦୁଲ କାଲାମ ଦ୍ବୀପର...
-
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨 ନୂଆଦିଲ୍ଲୀ :- 22-12-ନିର୍ଧାରିତ ସମୟ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ...
-
ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ଇଡିର ପଚରା ଉଚରା ।
ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ପଚରା ଉଚରା...
-
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ |
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ | ଭୁବନେଶ୍ୱର -: 19/12 – ଜନସାଧାରଣ ସତର୍କ ନରହିଲେ ନୂଆବର୍ଷରୁ...