ଆର. ବାଲକ୍ରିଷ୍ଣନଙ୍କୁ ମିଳିଲା ୫ଟି ସଂସ୍ଥାର ଦାୟିତ୍ୱ
ଭୁବନେଶ୍ୱର,୨୭ା୧୨ : ସରକାରୀ ଚାକିରୀରୁ ସଦ୍ୟ ଅବସର ନେଇଥିବା ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନଙ୍କୁ ନୂତନ ନିଯୁକ୍ତି ଦିଆଯାଇଛି । ବାଲକ୍ରିଷ୍ଣନଙ୍କୁ ମୁଖ୍ୟ ଉପଦେଷ୍ଟା ସ୍ପେଶାଲ ଇନିସିଏଟିଭ ଭାବେ ନିଯୁକ୍ତି ମିଳିଛି । ତାଙ୍କୁ ୫ଟି ସଂସ୍ଥାର ଦାୟିତ୍ୱ ଦିଆଯାଇଛି । ସେଗୁଡ଼ିକ ହେଲା କ୍ରାଫ୍ଟ ମ୍ୟୁଜିୟମ, ଜତଜାତି ସଂଗ୍ରହାଳୟ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଓଡିଶା ଭର୍ଚୁଆଲ ଏକାଡେମୀ ଏବଂ ଐତିହ୍ୟ କ୍ୟାବିନେଟ । ସେ ଅବୈତନିକ ଭାବେ କାର୍ଯ୍ୟ କରିବେ ଏବଂ ତାଙ୍କୁ ମୁଖ୍ୟ ଶାସନ ପାହ୍ୟା ମିଳିବ । ସେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭାବେ ରିପୋର୍ଟ କରିବେ ।
ଓଡିଶା
ଆର. ବାଲକ୍ରିଷ୍ଣନଙ୍କୁ ମିଳିଲା ୫ଟି ସଂସ୍ଥାର ଦାୟିତ୍ୱ
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...