ଆଜି ଦିଲ୍ଲୀ ଭୋଟ୍
ନୂଆଦିଲ୍ଲୀ , ୦୮ ଫେବୃଆରୀ – ଆଜି (ଶନିବାର )ଦିଲ୍ଳୀ ବିଧାନସଭା ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ । ୭୦ ଆସନ ବିଶିଷ୍ଟ ଏହି ବିଧାନସଭା ନିର୍ବାଚନରେ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୧କୋଟ ୪୭ ଲକ୍ଷ ଭୋଟର । ଏଥିପାଇଁ ୧୩ ହଜାର ୭୫୦ ମତଦାନ କେନ୍ଦ୍ର କରାଯାଇଛି । ଦେଶର ରାଜଧାନୀ ହୋଇଥିବାରୁ ଏଠାରେ କ୍ଷମତା ଦଖଲ ପାଇଁ ବିଜେପି, କଂଗ୍ରେସ ଓ ଆମ ଆଦମି ପାର୍ଟି ର ସମ୍ମାନର ପ୍ରଶ୍ନ ହୋଇଛି ।
୬ ବର୍ଷ ତଳେ ଏକ ଅଣରାଜନୈତିକ ପୃଷ୍ଠଭୂମିରୁ ଆସିଥିବା ଅରବିନ୍ଦ କେଜ୍ରିୱାଲ ୨୦୧୩ରେ କଂଗ୍ରେସ ହେଭିୱେଟ ଶୀଲା ଦୀକ୍ଷିତଙ୍କ ହରାଇ ନୂଆ ଦିଲ୍ଳୀରେ କ୍ଷମତା ଦଖଲ କରିଥିଲେ । ତେଣୁ ଏଥର କିଏ ମାରିବ ବାଜି ତା ଉପରେ ରହିଛି ସାରା ଦେଶର ନଜର ।
ଦେଶ
ଆଜି ଦିଲ୍ଲୀ ଭୋଟ୍
More in ଦେଶ
-
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨 ଚାନ୍ଦିପୁର :- 22-12 -ଓଡିଶା ଉପକୂଳରେ ଅବସ୍ଥିତ ଅବଦୁଲ କାଲାମ ଦ୍ବୀପର...
-
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨 ନୂଆଦିଲ୍ଲୀ :- 22-12-ନିର୍ଧାରିତ ସମୟ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ...
-
ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ଇଡିର ପଚରା ଉଚରା ।
ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ପଚରା ଉଚରା...
-
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ |
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ | ଭୁବନେଶ୍ୱର -: 19/12 – ଜନସାଧାରଣ ସତର୍କ ନରହିଲେ ନୂଆବର୍ଷରୁ...