All posts tagged "Featured"
-
ଖେଳ
/ 8 years agoପୂର୍ବତନ କ୍ରିକେଟ ତାରକା ଅଜିତ ଓ୍ଵାଡେକରଙ୍କର ପରଲୋକ
ମୁମ୍ବାଇ : ପୂର୍ବତନ କ୍ରିକେଟ ତାରକା ଅଜିତ ଓ୍ଵାଡେକରଙ୍କର ୭୭ ବର୍ଷ ବୟସରେ ମୁମ୍ବାଇର ଯଶଲୋକ ହସ୍ପିଟାଲରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ସେ...
-
ଓଡିଶା
/ 8 years agoମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି
ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ୭୨ତମ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି...
-
ଓଡିଶା
/ 8 years agoବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କେନ୍ଦ୍ରୀଭୂତ ହେବା ଆରମ୍ଭ କଲାଣି
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର...
-
ଦେଶ
/ 8 years agoକୋଚିର ଆନ୍ତର୍ଜାତିକ ବିମାନ ବନ୍ଦର ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ
କୋଚି : କୋଚିର ଆନ୍ତର୍ଜାତିକ ବିମାନ ବନ୍ଦର ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି। ବିମାନ ବନ୍ଦର ଚାରିପଟେ...
-
ଓଡିଶା
/ 8 years agoଆଜି ସବୁ ସ୍କୁଲ କଲେଜ ଛୁଟି l
ଆଜି ସବୁ ସ୍କୁଲ କଲେଜ ଛୁଟି l ସମ୍ଭାବ୍ୟ ବର୍ଷା କୁ ଦେଖି ସରକାର ସବୁ ସ୍କୁଲରେ ଥିବା କାର୍ଯ୍ୟକ୍ରମ କୁ ବାତିଲ କରିଦେଇଛନ୍ତି l ଏହା ଦ୍ୱାରା...
-
ଆଞ୍ଚଳିକ
/ 8 years agoସ୍ୱାଧୀନତା ଦିବସ ଅବସରରେ ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ସ୍ୱାଧୀନତା ଦିବସ ଅବସରରେ ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଭୁବନେଶ୍ୱର ଆସନ୍ତା କାଲି ସ୍ୱାଧୀନତା ଦିବସ ଅବସରରେ ମାଓପ୍ରବଣ ଅଂଚଳରେ ସୁରକ୍ଷା ବ୍ୟବସ୍ଥା ଏବଂ କୁମ୍ବିଂ...
-
ଅପରାଧ
/ 8 years agoବନ୍ଧୁକ ମୁନରେ ୮ ଲକ୍ଷ ଲୁଟ .
ବନ୍ଧୁକ ମୁନରେ ୮ ଲକ୍ଷ ଲୁଟ . ନିମାପଡା ;- ନିମାପଡା ସନ୍ନିକଟ କେନାଲ ରୋଡ଼ ରୁ ଜଣେ ବ୍ୟବସାୟୀଙ୍କ ନିକଟରୁ ୮ ଲକ୍ଷ ଟଙ୍କା ବନ୍ଧୁକ ଦେଖାଇ...
-
ଅପରାଧ
/ 8 years agoଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ମାଡ ମାମଲା – କେଜରିୱାଲ, ସିସୋଦିଆଙ୍କ ସମେତ ୧୧ ବିଧାୟକ ଅଭିଯୁକ୍ତ
ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ମାଡ ମାମଲା କେଜରିୱାଲ, ସିସୋଦିଆଙ୍କ ସମେତ ୧୧ ବିଧାୟକ ଅଭିଯୁକ୍ତ ନୂଆଦିଲ୍ଲୀ,୧୩ା୮ : ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ...
-
ଓଡିଶା
/ 8 years ago୯ ଜିଲ୍ଲାରେ ଭୀଷଣ ବର୍ଷା ସମ୍ଭାବନା
୯ ଜିଲ୍ଲାରେ ଭୀଷଣ ବର୍ଷା ସମ୍ଭାବନା ଭୁବନେଶ୍ୱର,୧୩ା୮ : ଉତର -ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଅ ।ଖପାଖ ଅଂଚଳରେ ଲଘୁ·ପ ସୃଷ୍ଟି ହୋଇଛି । ଯାହା ଘନୀଭୂତ...
-
ରାଜନୀତି
/ 8 years agoବିଜେଡି-ବିଜେପି ଉପରେ ବର୍ଷିଲେ ଆନନ୍ଦ ଶର୍ମା
ବିଜେଡି-ବିଜେପି ଉପରେ ବର୍ଷିଲେ ଆନନ୍ଦ ଶର୍ମା ଭୁବନେଶ୍ୱର,୧୩ା୮ : ଏନ୍ଡିଏ ନିଜର ଚାରିବର୍ଷ ଶାସନ କାଳରେ ସବୁ ଭୁଲ ନିଷ୍ପତ୍ତି ନେଇଛି ଓ ବିଜେଡି ସବୁଥିରେ ଏନ୍ଡିଏକୁ ସମର୍ଥନ...



