All posts tagged "ADVOCATE"
-
ଅପରାଧ
/ 6 years agoନଭେମ୍ବର ୯ ସୁଦ୍ଧା ତଦନ୍ତ ଶେଷ କର : ହାଇକୋର୍ଟ
ନଭେମ୍ବର ୯ ସୁଦ୍ଧା ତଦନ୍ତ ଶେଷ କର : ହାଇକୋର୍ଟ ଭୁବନେଶ୍ୱର,୩୦ା୧୦ : ଆଇନଜୀବୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପୋଲିସ ଆକ୍ରମଣ ଓ ମାଡ ମାରିବା ଅଭିଯୋଗ ଘଟଣାର...
-
ଅପରାଧ
/ 6 years agoଆଇନ୍ଜୀବୀଙ୍କ ସଂଗଠନରେ ବିଦ୍ରୋହ ଯୋଗୁଁ ନୂଆ ମୋଡ
ଆଇନ୍ଜୀବୀଙ୍କ ସଂଗଠନରେ ବିଦ୍ରୋହ ଯୋଗୁଁ ନୂଆ ମୋଡ ➺ନିର୍ବାଚିତ ପଦବୀରୁ ଇସ୍ତଫା ଦେଲେ ବାର ଆସୋସିଏସନ୍ ଉପ-ସଭାପତି ବଂଶୀଧର ଶତପଥୀ ➺ସୋମବାର ଠାରୁ କାର୍ଯ୍ୟରେ ଯୋଗଦେବାକୁ ବିଜେଡି ଆଇନଜୀବୀ...
-
ଦେଶ
/ 6 years ago” ଓକିଲମାନଙ୍କର ଆନ୍ଦୋଳନ କରିବାର କି ଆବଶ୍ୟକତା ରହିଛି”?:- ମୁଖ୍ୟବିଚାରପତି ରଞ୍ଜନ ଗୋଗୋଇ
ନୂଆଦିଲ୍ଲୀ:- ଓକିଲମାନେ ଆନ୍ଦୋଳନ କରିବାର ଅଧିକାର ନାହିଁ ବୋଲି ୧୬ ବର୍ଷ ତଳେ ସୁପ୍ରିମକୋର୍ଟ ଦେଇଥିବା ଏକ ରାୟ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଉ ବୋଲି ଶନିବାର...
-
ଆଞ୍ଚଳିକ
/ 6 years ago୬ ଜଣିଆ ପ୍ରତିନିଧି ଦଳ ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଭେଟିଲେ
କଟକ:- ଏକ ୬ ଜଣିଆ ପ୍ରତିନିଧି ଦଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଭେଟିଛନ୍ତି । ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ ଜଷ୍ଟିସ୍ ମିଶ୍ର...
-
ଅପରାଧ
/ 6 years agoଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦିଅ – ସୁପ୍ରିମକୋର୍ଟ
ଓଡ଼ିଶା ହାଇକୋର୍ଟ ଓକିଲ ସଂଘକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦିଅ ନୂଆଦିଲ୍ଲୀ,୨୭ା୯ : ଓଡ଼ିଶା ହାଇକୋର୍ଟ ଓକିଲ ସଂଘକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।...
-
ଓଡିଶା
/ 6 years agoଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଓକିଲଙ୍କ ଆନ୍ଦୋଳନ
ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଓକିଲଙ୍କ ଆନ୍ଦୋଳନ ଭୁବନେଶ୍ୱର,୨୬ା୯ : କଟକରେ ଆଇନଜୀବୀଙ୍କୁ ପୋଲିସର ମାଡ଼ ମାରିବା ଘଟଣାରେ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଅ ।ନ୍ଦୋଳନୁ •ଲୁ ରଖିବାକୁ ଓକିଲ...
-
ଆଞ୍ଚଳିକ
/ 6 years agoସରକାରୀ କାର୍ଯ୍ୟାଳୟରେ ଧାରଣାରେ ବସିଲେ ଓକିଲ l
ସରକାରୀ କାର୍ଯ୍ୟାଳୟରେ ଧାରଣାରେ ବସିଲେ ଓକିଲ ଭୁବନେଶ୍ୱର,୨୫ା୯: ଓକିଲମାନଙ୍କ ଧର୍ମଘଟ ଯୋଗୁଁ କଟକର କେନ୍ଦ୍ରାଂଚଳ ଆରଡିସିଙ୍କ ଅଫିସ୍ , ଜିଲ୍ଲାପାଳ ଏବଂ ତହସିଲ କାର୍ଯ୍ୟାଳୟ ଓ ରେଜିଷ୍ଟ୍ରାର ଅଫିସ୍...
-
ଦେଶ
/ 6 years agoଲୋକ ପ୍ରତିନିଧିମାନେ କୋର୍ଟରେ ମାମଲା ପରିଚାଳନା କରିପାରିବେ l
ନୂଆଦିଲ୍ଲୀ,୨୫।୯: ଲୋକ ପ୍ରତିନିଧିମାନେ ଓକିଲ ହୋଇ କୋର୍ଟରେ ଯେକୌଣସି ମାମଲା ପରିଚାଳନା କରିପାରିବେ ଏହା ଉପରେ ସୁପ୍ରିମ୍କୋର୍ଟ ଦେଇଛନ୍ତି ସବୁଜ ସଙ୍କେତ । ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟ...
-
ଅପରାଧ
/ 6 years agoଆଇନଜୀବୀଙ୍କୁ ମାଡ଼ ଘଟଣାରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ବାର୍ ଆସୋସିଏସନ l
କଟକ :-୨୪।୯ କଟକର ଆଇନଜୀବୀ-ପୋଲିସ ବିବାଦକୁ ମାସେ ପୂରିବାକୁ ଯାଉଛି । କିନ୍ତୁ ଏଯାଏ ବିବାଦର କୌଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ । ଆଇନଜୀବୀ ଦେବୀ ପ୍ରସାଦ...