More News
-
ଓଡିଶା
/ 8 years agoଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଓକିଲଙ୍କ ଆନ୍ଦୋଳନ
ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଓକିଲଙ୍କ ଆନ୍ଦୋଳନ ଭୁବନେଶ୍ୱର,୨୬ା୯ : କଟକରେ ଆଇନଜୀବୀଙ୍କୁ ପୋଲିସର ମାଡ଼ ମାରିବା ଘଟଣାରେ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଅ ।ନ୍ଦୋଳନୁ •ଲୁ ରଖିବାକୁ ଓକିଲ...
-
ଓଡିଶା
/ 8 years agoଜାତୀୟ ଡିଜିଟାଲ ସଞ୍ଚାର ନୀତିକୁ କ୍ୟାବିନେଟ ଅନୁମୋଦନ
ଜାତୀୟ ଡିଜିଟାଲ ସଞ୍ଚାର ନୀତିକୁ କ୍ୟାବିନେଟ ଅନୁମୋଦନ ପ୍ରତି ଗ୍ରାମପଞ୍ଚାୟତକୁ ମିଳିବ ୧ ଜିବିପିଏସ ସଂଯୋଗ ଭୁବନେଶ୍ୱର,୨୬ା୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ...
-
ଓଡିଶା
/ 8 years agoଚେନ୍ନାଇରେ ଓଡ଼ିଶା ନିବେଶକ ସମ୍ମିଳନୀ ହସ୍ପିଟାଲ ପ୍ରକଳ୍ପ ପ୍ରତି ଆକୃଷ୍ଟ ହେଲେ ନିବେଶକ
ଚେନ୍ନାଇରେ ଓଡ଼ିଶା ନିବେଶକ ସମ୍ମିଳନୀ ହସ୍ପିଟାଲ ପ୍ରକଳ୍ପ ପ୍ରତି ଆକୃଷ୍ଟ ହେଲେ ନିବେଶକ ଭୁବନେଶ୍ୱର,୨୬ା୯: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୧୮ ଅନ୍ତର୍ଗତ ଓଡ଼ିଶା ସରକାରଙ୍କ ପକ୍ଷରୁ ଚେନ୍ନାଇରେ...
-
ଓଡିଶା
/ 8 years agoକର୍ତ୍ତବ୍ୟରେ ଅବହେଳା ୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ
କର୍ତ୍ତବ୍ୟରେ ଅବହେଳା ୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ ଭୁବନେଶ୍ୱର,୨୬ା୯ : ରାଜ୍ୟର ୬ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସେଥିମଧ୍ୟରେ ମୟୁରଭଞ୍ଜ ଚିତ୍ରଡ଼ା ଦମକଳ କେନ୍ଦ୍ରର ଦୁଇ...
-
ଦେଶ
/ 8 years agoପଦୋନ୍ନତିରେ ସଂରକ୍ଷଣ ଲାଗୁ ହେବନି : ସୁପ୍ରିମକୋର୍ଟ
ପଦୋନ୍ନତିରେ ସଂରକ୍ଷଣ ଲାଗୁ ହେବନି : ସୁପ୍ରିମକୋର୍ଟ ନୂଆଦିଲ୍ଲୀ,୨୬ା୯ : ଜାତିଭିତ୍ତିକ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ରାୟ ଶୁଣାଇଛନ୍ତି । କୌଣସି ସରକାରୀ ଚାକିରିର ପଦୋନ୍ନତି କ୍ଷେତ୍ରରେ...
-
ଦେଶ
/ 8 years agoଏଣିକି ସିଧା ପ୍ରସାରଣ ହେବ ଶୁଣାଣି
ଏଣିକି ସିଧା ପ୍ରସାରଣ ହେବ ଶୁଣାଣି ନୂଆଦିଲ୍ଲୀ,୨୬ା୯ : ମାମଲାର ଶୁଣାଣି ପ୍ରକ୍ରିୟାକୁ ସିଧା ପ୍ରସାରଣ କରିବାକୁ ସୁପ୍ରିମକୋର୍ଟ ବୁଧବାର ଅନୁମତି ପ୍ରଦାନ କରିଛନ୍ତି । ସର୍ବସାଧାରଣଙ୍କ ସ୍ୱାର୍ଥକୁ...
-
ଦେଶ
/ 8 years ago୧୯ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର
୧୯ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର ଭୁବନେଶ୍ୱର,୨୬ା୯ : ଅନାବଶ୍ୟକ ସାମଗ୍ରୀର ଆମଦାନୀ କମାଇବାକୁ ସୀମାଶୁଳ୍କ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାର ୧୯ଟି...
-
ଦେଶ
/ 8 years ago“ଆଧାର ବୈଧ; ବାଧ୍ୟତାମୂଳକ ନୁହେଁ’- ସୁପ୍ରିମକୋର୍ଟ
“ଆଧାର ବୈଧ; ବାଧ୍ୟତାମୂଳକ ନୁହେଁ’ ନୂଆଦିଲ୍ଲୀ,୨୬ା୯ : ବହୁଚର୍ଚ୍ଚିତ ‘ଆଧାର’ର ସାମ୍ବିଧାନିକ ବୈଧତା ନେଇ ରହିଥିବା ବାଦବିବାଦର ଅବସାନ ଘଟିଛି । ଦୀର୍ଘ ୩୮ଦିନର ଶୁଣାଣି ପରେ ବୁଧବାର...
-
ଓଡିଶା
/ 8 years ago“ପାଣ୍ଡିଆନଙ୍କ ପାଇଁ ଭାଗଚାଷୀ ଆଇନ କାର୍ଯ୍ୟକାରୀ ହୋଇପାରିନି’- ଦାମ
“ପାଣ୍ଡିଆନଙ୍କ ପାଇଁ ଭାଗଚାଷୀ ଆଇନ କାର୍ଯ୍ୟକାରୀ ହୋଇପାରିନି’- ଦାମ ଭୁବନେଶ୍ୱର,୨୫ା୯: ପ୍ରସ୍ତାବିତ ଭାଗଚାଷୀ ଆଇନ କାର୍ଯ୍ୟକାରୀ ନ ହୋଇପାରିବା ଲାଗି ପାଣ୍ଡିଆନ୍ ଦାୟୀ ବୋଲି କହିଛନ୍ତି ବରିଷ୍ଠ ନେତା...
-
ଦେଶ
/ 8 years agoଆଜି ଆଧାର କାର୍ଡ଼ର ଭବିଷ୍ୟତ ନିର୍ଧାରଣ ହେବ l
ଆଜି ଆଧାର ଶୁଣାଣି ନୂଆଦିଲ୍ଲୀ,୨୫ା୯ : ଦୀର୍ଘଦିନ ଧରି ଚର୍ଚ୍ଚାର ବିଷୟ ରହିଥିବା ଆଧାରକାର୍ଡର ବୈଧତାକୁ ନେଇ ବୁଧବାର ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ଶୁଣାଇବେ । ଆଧାରର ବୈଧତାକୁ...



