ରାଜ୍ୟ
ନୂତନ ରାଜ୍ୟପାଳ ଭାବେ ରଘୁବର ଦାସଙ୍କ ଶପଥ ଗ୍ରହଣ I
ଭୁବନେଶ୍ୱର -ନୂତନ ରାଜ୍ୟପାଳ ଭାବେ ରଘୁବର ଦାସଙ୍କ ଶପଥ ଗ୍ରହଣ I ନୂତନ ରାଜ୍ୟପାଳ ଭାବେ ରଘୁବର ଦାସଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ନାୟାଧିଶ I ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ...
-
ଖେଳ
/ 5 years agoରଜ୍ୟସ୍ତରୀୟ ହିଙ୍ଗୁଳା କପ-୨୦୨୦ କ୍ରିକେଟ ଉଦଯାପିତ,
ରଜ୍ୟସ୍ତରୀୟ ହିଙ୍ଗୁଳା କପ-୨୦୨୦ କ୍ରିକେଟ ଉଦଯାପିତ, ଭଦ୍ରକ ଚମ୍ପିଆନ ,ପାରାମାଉଂଟ ଭୁବନେଶ୍ୱର ରନର୍ସ କୋରାଇ, ୦୪ ଫେବୃଆରୀ- ଯାଜପୁର ଜିଲାର ଲକ୍ଷ୍ମୀନଗର ପଂଚାୟତ ସ୍ଥିତ ତରାପୁର ଗ୍ରାମର ଆଂଚଳିକ...
-
ଖେଳ
/ 5 years agoଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଲୋଗୋ ଓ ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଲୋଗୋ ଓ ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ – ଆରମ୍ଭ ହେବ ଏକ ରାଜ୍ୟ ଏକ କ୍ରୀଡ଼ା ଯୋଜନା : କିରେନ ରିଜିଜୁ...
-
ଖେଳ
/ 5 years agoଅଲମ୍ପିକ୍ ଯୋଗ୍ୟତା ମ୍ୟାଚରେ ମହିଳା ହକି ଦଳ ବିଜୟୀ
ଅଲମ୍ପିକ୍ ଯୋଗ୍ୟତା ମ୍ୟାଚରେ ମହିଳା ହକି ଦଳ ବିଜୟୀ ଭୁବନେଶ୍ୱର, ୦୧ ନଭେମ୍ବର – ଟୋକିଓ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଆମେରିକାକୁ...
-
ଖେଳ
/ 5 years agoଭୁବନେଶ୍ୱରରେ ଖୋଲିବ ବ୍ୟାଡମିଂଟନ ଏକାଡେମ
ଭୁବନେଶ୍ୱରରେ ଖୋଲିବ ବ୍ୟାଡମିଂଟନ ଏକାଡେମ -୨୦୨୦ ସୁଦ୍ଧା ହେବ କାର୍ଯ୍ୟକ୍ଷମ – ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ୟାଡମିଂଟନ କୋଚ୍ ପୁଲେଲା ଗୋପୀଚନ୍ଦ ଓ ଡାଲମିଆ ମୁଖ୍ୟ ଭୁବନେଶ୍ୱର, ୨୭ ସେପ୍ଟେମ୍ବର...
-
ଖେଳ
/ 5 years agoଟିମ୍ ଇଣ୍ଡିଆକୁ ତୃତୀୟ ଝଟକା: ବିଶ୍ୱକପ୍ ରୁ ଆଉଟ୍ ହେଲେ ବିଜୟ ଶଙ୍କର , ମୟଙ୍କଙ୍କୁ ସୁଯୋଗ
ଟିମ୍ ଇଣ୍ଡିଆକୁ ତୃତୀୟ ଝଟକା: ବିଶ୍ୱକପ୍ ରୁ ଆଉଟ୍ ହେଲେ ବିଜୟ ଶଙ୍କର , ମୟଙ୍କଙ୍କୁ ସୁଯୋଗ ଇଂଲଣ୍ଡ , ୦୧ ଜୁଲାଇ – ଆଇସିସି କ୍ରିକେଟ୍ ୱାର୍ଲ୍ଡ...
-
ଖେଳ
/ 5 years agoଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଲେ ଯୁବରାଜ
ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଲେ ଯୁବରାଜ ମୁମ୍ବାଇ , ୧୦ ଜୁନ୍ – ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି ଯୁବରାଜ ସିଂହ । ସୋମବାର...
-
ଖେଳ
/ 6 years agoଫେଡେରେସନ୍ କପ୍ ରେ ପୁଣି ସ୍ୱର୍ଣ୍ଣ ଜିତିଲେ ଦୂତୀ ଚାନ୍ଦ
ଫେଡେରେସନ୍ କପ୍ ରେ ପୁଣି ସ୍ୱର୍ଣ୍ଣ ଜିତିଲେ ଦୂତୀ ଚାନ୍ଦ ଭୁବନେଶ୍ୱର,୧୮ ମାର୍ଚ୍ଚ – ପଟିଆଲା ଠାରେ ·ଲିଥିବା ୨୩ତମ ଫେଡେରେସନ୍ କପ୍ ନ୍ୟାଶନାଲ୍ ସିନିୟର ଆଥଲେଟିକ୍ସ ·ମ୍ପିଅନଶିପରେ...
-
ଖେଳ
/ 6 years agoଚାରୋଟି ଏକାଡେମୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କ୍ରୀଡ଼ାର ବିକାଶ ପାଇଁ ଚାରୋଟି ଏକାଡେମୀକୁ କଳିଙ୍ଗ ଷ୍ଟାଡିୟମଠାରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,୨୫ ଫେବୃଆରୀ- ଆଜି କଳିଙ୍ଗ ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାର ବିକାଶ ପାଇଁ...
-
ଖେଳ
/ 6 years ago୨୪ରୁ ସର୍ବ ଭାରତୀୟ ବେସାମରିକ ଭଲିବଲ ପ୍ରତିଯୋଗିତା, ୩ ରେ ଚୟନ
୨୪ରୁ ସର୍ବ ଭାରତୀୟ ବେସାମରିକ ଭଲିବଲ ପ୍ରତିଯୋଗିତା, ୩ ରେ ଚୟନ ଭୁବନେଶ୍ୱର, ୩୧ ଜାନୁଆରୀ – ଚଣ୍ଡିଗଡ଼ର ସେକ୍ଟର – ୭ ଏବଂ ସେକ୍ଟର ୪୨ ଠାରେ...