-
ଓଡିଶା
/ 8 years ago୯ ଜିଲ୍ଲାରେ ଭୀଷଣ ବର୍ଷା ସମ୍ଭାବନା
୯ ଜିଲ୍ଲାରେ ଭୀଷଣ ବର୍ଷା ସମ୍ଭାବନା ଭୁବନେଶ୍ୱର,୧୩ା୮ : ଉତର -ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଅ ।ଖପାଖ ଅଂଚଳରେ ଲଘୁ·ପ ସୃଷ୍ଟି ହୋଇଛି । ଯାହା ଘନୀଭୂତ...
-
ଅପରାଧ
/ 8 years agoଜେଲ୍ ଅଧିକାରୀ ବ୍ରଜେଶଙ୍କ ନିକଟରୁ ୪୦ ଜଣଙ୍କ ମୋବାଇଲ୍ ନମ୍ବର ପାଇଛନ୍ତି।
ମୁଜାଫର୍ନଗର: ବିହାର ରାଜନୀତି ରେ ହଟଚମଟ ସୃଷ୍ଟି କରିଥିବା ମୁଜାଫର୍ନଗରର ଆଶ୍ରୟ ଗୃହ (ସେଲ୍ଟର୍ ହୋମ୍) ଦୁଷ୍କର୍ମ ଘଟଣାରେ ରେ ୩୪ ଜଣ ନାବାଳିକାଙ୍କ ସହ ହୋଇଥିବା ଦୁଷ୍କର୍ମ...
-
ଆଞ୍ଚଳିକ
/ 8 years agoଭୁବନେଶ୍ୱରରେ ଡେଙ୍ଗୁ ନିଜର କାୟା ବିସ୍ତାର କଲାଣି
ଚନ୍ଦ୍ରଶେଖରପୁର: ଭୁବନେଶ୍ୱର ସ୍ମାର୍ଟ ସିଟି ନାମ ଟି ପ୍ରହସନ ରେ ପରିଣତ ହେବାକୁ ବସିଲାଣି l କେତେବେଳେ ଟିକିଏ ବର୍ଷରେ ବନ୍ୟା ଭଳି ପ୍ରହେଳିକା ସୃଷ୍ଟି କଲାଣିତ କେତେବେଳେ...
-
ଆଞ୍ଚଳିକ
/ 8 years agoବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡିଶା ଆଡକୁ ମୁଁହାଇଛି
ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡିଶା ଆଡକୁ ମୁଁହାଇଛି l ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।...
-
ରାଜନୀତି
/ 8 years agoବାଣୀବିହାର ସହ ବିବିନ୍ନ କଲେଜ ରେ ଛାତ୍ର ସଂସଦ ନିର୍ବାଚନ କୁ ନେଇ ଅନିଶ୍ଚିତତା l
ବାଣୀବିହାର ସହ ବିବିନ୍ନ କଲେଜ ରେ ଛାତ୍ର ସଂସଦ ନିର୍ବାଚନ କୁ ନେଇ ଅନିଶ୍ଚିତତା l ଅହେତୁକ ରାଜନୈତିକ ହସ୍ତକ୍ଷେପ ଓ ହିଂସା ର ଭୟ ବିବିନ୍ନ କଲେଜ...
-
ଓଡିଶା
/ 8 years agoଏଥର ରାଜ୍ୟସ୍ତରୀୟ ପ୍ୟାରେଡ଼ ରେ ପଶ୍ଚିମବଙ୍ଗ ପୋଲିସ ଭାଗ ନେବେ l
ଏଥର ରାଜ୍ୟସ୍ତରୀୟ ପ୍ୟାରେଡ଼ ରେ ପଶ୍ଚିମବଙ୍ଗ ପୋଲିସ ଭାଗ ନେବେ l ଏଥିପାଇଁ ପ୍ୟରେଡ ପ୍ରସ୍ତୁତି କମିଟି ର କାର୍ଯ୍ୟ ଆରମ୍ଭ ହୋଇଯାଇଛି ଓ ଗତକଲି ଠାରୁ ଅଭ୍ୟାସ...
-
ଓଡିଶା
/ 8 years agoଚିଲିକାରେ ସି-ପ୍ଲେନ ଚଳା ଚଳ କରିବ l
ଚିଲିକା ସହିତ ସର୍ଦାର ସରୋବର ଡ୍ୟାମ ଓ ସାବରମତୀ ସରୋବର ରେ ସି-ପ୍ଲେନ ଚଳା ଚଳ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି l ଏହା ଦ୍ୱାରା ରାଜ୍ୟରେ...
-
ଓଡିଶା
/ 8 years agoଭୂତଳ ଜଳ ସଂରକ୍ଷଣ ପାଇଁ ୧୧୧୫ କୋଟି ଟଙ୍କା ମଂଜୁର ।
ଭୂତଳ ଜଳ ସଂରକ୍ଷଣ ପାଇଁ ୧୧୧୫ କୋଟି ଟଙ୍କା ମଂଜୁର । ଭୁବନେଶ୍ୱର,୧୦ା୮ : ଜଳବାୟୁ ପରିବର୍ତ୍ତନ ରାଜ୍ୟର ଜଳସମ୍ପଦ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇବ ବୋଲି...
-
ଅପରାଧ
/ 8 years agoଓଏଚଆରଡିସି ଦୁର୍ନୀତି ପାଇଁ ଜେଲ୍ ଗଲେ ବିନୋଦ କୁମାର ।
ଓଏଚଆରଡିସି ଦୁର୍ନୀତି ପାଇଁ ଜେଲ୍ ଗଲେ ବିନୋଦ କୁମାର । ଭୁବନେଶ୍ୱର,୧୦ା୮ : ଓଡ଼ିଶା ଗ୍ରାମ୍ୟ ଗୃହନିର୍ମାଣ ନିଗମ (ଓଏଚଆରଡିସି) ଦୁର୍ନୀତି ମାମଲାରେ ଏହାର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ...
-
ଓଡିଶା
/ 8 years ago“ଆଶା ଅବ୍ୟାହତି” ଯୋଜନା ରାଶି ୨୦ ହଜାରକୁ ବୃଦ୍ଧି ପାଇଲା ।
“ଆଶା ଅବ୍ୟାହତି” ଯୋଜନା ରାଶି ୨୦ ହଜାରକୁ ବୃଦ୍ଧି ପାଇଲା । ଭୁବନେଶ୍ୱର,୧୦ା୮ : ଛତା , ଚପଲ , ଆଲମିରା , ସାଇକେଲ ଓ ଟର୍ଚ୍ଚ ପାଇଁ...



