
ମୁମ୍ବାଇ : ଭୁତ-ପ୍ରେତକୁ ନେଇ ଓ କମେଡି ମିଶ୍ରିତ ଫିଲ୍ମ ସ୍ତ୍ରୀ କୁ ମିଳିଛି ସଫଳତା l ପ୍ରଥମ ଦିନରେ ଭଲ ପ୍ରତିକ୍ରିୟା ମିଳିପାରିଛି ଦର୍ଶକଙ୍କ ପାଖରୁ l ଏହି ସିନେମା ରାଜକୁମାର ରାଓ ଓ ଶ୍ରଦ୍ଧା କପୁର ଅଭିନୀତ l ସୂତ୍ର ଅନୁସାରେ ଏହି ଫିଲ୍ମକୁ 6.82 କୋଟି ମିଳିପାରିଛି ପ୍ରଥମ ଦିନରେ l ଏହି ସିନେମା ଦ୍ୱାଦଶ ସ୍ଥାନ ନେଇଛି 2018 ମସିହା ପାଇଁ l
