ପାନକାର୍ଡ଼ ସହ ଆଧାର ଲିଙ୍କର ଅବଧି ବୃଦ୍ଧି
ଭୁବନେଶ୍ୱର,୩୦ ଡିସେମ୍ବର – ପାନ୍ ସହ ଆଧାର କାର୍ଡ଼ର ଲିଙ୍କର ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଆସନ୍ତା କାଲି ଏ ଅବଧିର ସମୟ ପୁରି ଯାଉଥିଲା । ଏହି ଅବଧି ସମୟ ସୀମାକୁ ମାର୍ଚ୍ଚ ୩୧କୁ ବୃଦ୍ଧି କରିଛନ୍ତି । ଏହା ଦ୍ୱାରା ଯେଉଁମାନେ ଲିଙ୍କ କରିପାରିନାହାନ୍ତି ସେମାନଙ୍କ ପାଇଁ ସୁଯୋଗ ଖୋଲାରହିଛି ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଦେଶ
ପାନକାର୍ଡ଼ ସହ ଆଧାର ଲିଙ୍କର ଅବଧି ବୃଦ୍ଧି
More in ଦେଶ
-
ତିନି ଜ୍ୟେତିର୍ଲିଙ୍ଗକୁ ସଂଯୋଗ କରୁଥିବା ରେଳ ସେବାକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇଲେ
ତିନି ଜ୍ୟେତିର୍ଲିଙ୍ଗକୁ ସଂଯୋଗ କରୁଥିବା ରେଳ ସେବାକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇଲେ ବାରଣାସୀ, ୧୬ ଫେବୃୟାରୀ –...
-
ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନ୍ଟେକ୍ ଓ ଷ୍ଟାର୍ଟଅପ ପ୍ରତିନିଧିଙ୍କ ସହିତ ଅର୍ଥମନ୍ତ୍ରୀଙ୍କ ପ୍ରଥମ ପ୍ରାକ୍-ବଜେଟ୍ ଆଲୋଚନା
ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନ୍ଟେକ୍ ଓ ଷ୍ଟାର୍ଟଅପ ପ୍ରତିନିଧିଙ୍କ ସହିତ ଅର୍ଥମନ୍ତ୍ରୀଙ୍କ ପ୍ରଥମ ପ୍ରାକ୍-ବଜେଟ୍ ଆଲୋଚନା ନୂଆଦିଲ୍ଲୀ,୧୬ ଡିସେମ୍ବର –...
-
ବିଏସଏନଏଲ ସହ ମିଶିବ ଏମଟିଏନଏଲ !
ବିଏସଏନଏଲ ସହ ମିଶିବ ଏମଟିଏନଏଲ – ଉଭୟ କମ୍ପାନୀକୁ ମିଳିବ ୪ଜି ସ୍ପେକ୍ଟ୍ରମ -୧୫ ହଜାର କୋଟି ଟଙ୍କାର...
-
ଅଗଷ୍ଟରେ ଗାଡି ବିକ୍ରି କମିଲା
ଅଗଷ୍ଟରେ ଗାଡି ବିକ୍ରି କମିଲା ଭୁବନେଶ୍ୱର, ୦୯ ସେପ୍ଟେମ୍ବର – ସୋସାଇଟି ଅଫ୍ ଅଟୋମୋବାଇ ମାନ୍ୟୁଫାକ୍ଚରସ୍ ଅଗଷ୍ଟରେ ଗାଡି...