ଜାକାର୍ତ୍ତା.- ଜାକାର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ଓଡିଆ ଝିଅ ଦୂତୀ ଚାନ୍ଦ ୧୦୦ ମିଟର ଦୌଡର ଫାଇନାଲରେ ରୌପ୍ୟ ପଦକହାସଲ କରିଛନ୍ତି । ସେ ଏହି ଦୂରତାକୁ ୧୧.୩୨ ସେକେଣ୍ଡରେ ଅତିକ୍ରମ କରିଛନ୍ତି । ସେ ଆଥଲେଟ୍ରେ ଓଡିଶା ପାଇଁ ଗୌରବ ଅର୍ଜନ କରିଛନ୍ତି ଓ ଦେଶ ମଧ୍ୟ ଗର୍ବିତ l ଦୂତୀଙ୍କର ବିଜୟରେ ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ ଅଭିଵାଦନ ଜଣାଇଛନ୍ତି l ଏହି ମେଡାଲ ସହ ଭାରତର ମେଡାଲ ସଂଖ୍ୟା 36 ରେ ପହଂଚିଛି l
ଦୂତୀ ସେମିଫାଇନଲ୍ ୧୧.୪୩ ସେକେଣ୍ଡରେ ୧୦୦ ମିଟର ଦୂରତାକୁ ଅତିକ୍ରମ କରି ଫାଇନାଲ୍ରେ ପହଞ୍ଚିଥିଲେ । ଶୁକ୍ରବାରରେ ସେ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ସେ ସେମିଫାଇନାଲ୍କୁ ଉନ୍ନିତ ହୋଇଥିଲେ ।
ଖେଳ
ଦୂତୀ ଚାନ୍ଦ ୧୦୦ ମିଟର ଦୌଡର ଫାଇନାଲରେ ରୌପ୍ୟ ପଦକ ଜିତିଲେ l
More in ଖେଳ
-
ନୂତନ ରାଜ୍ୟପାଳ ଭାବେ ରଘୁବର ଦାସଙ୍କ ଶପଥ ଗ୍ରହଣ I
ଭୁବନେଶ୍ୱର -ନୂତନ ରାଜ୍ୟପାଳ ଭାବେ ରଘୁବର ଦାସଙ୍କ ଶପଥ ଗ୍ରହଣ I ନୂତନ ରାଜ୍ୟପାଳ ଭାବେ ରଘୁବର ଦାସଙ୍କୁ...
-
ରଜ୍ୟସ୍ତରୀୟ ହିଙ୍ଗୁଳା କପ-୨୦୨୦ କ୍ରିକେଟ ଉଦଯାପିତ,
ରଜ୍ୟସ୍ତରୀୟ ହିଙ୍ଗୁଳା କପ-୨୦୨୦ କ୍ରିକେଟ ଉଦଯାପିତ, ଭଦ୍ରକ ଚମ୍ପିଆନ ,ପାରାମାଉଂଟ ଭୁବନେଶ୍ୱର ରନର୍ସ କୋରାଇ, ୦୪ ଫେବୃଆରୀ- ଯାଜପୁର...
-
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଲୋଗୋ ଓ ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଲୋଗୋ ଓ ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ – ଆରମ୍ଭ ହେବ ଏକ...
-
ଅଲମ୍ପିକ୍ ଯୋଗ୍ୟତା ମ୍ୟାଚରେ ମହିଳା ହକି ଦଳ ବିଜୟୀ
ଅଲମ୍ପିକ୍ ଯୋଗ୍ୟତା ମ୍ୟାଚରେ ମହିଳା ହକି ଦଳ ବିଜୟୀ ଭୁବନେଶ୍ୱର, ୦୧ ନଭେମ୍ବର – ଟୋକିଓ ଅଲିମ୍ପିକ ଯୋଗ୍ୟତା...