ଚଣା ସୁନ୍ଦଲ
ସାମଗ୍ରୀ: କାବୁଲି ଚଣା-୧ କପ୍, କୋରିଆ ହୋଇଥିବା ନଡିଆ- ୧/୪ କପ୍,
ଛୁଙ୍କ ପାଇଁ: ସୋରିଷ-୧ ଚାମଚ, ବିରି ଡାଲି-୧, ୧/୨ ଚାମଚ, ଶୁଖିଲା ଲଙ୍କା- ୨ଟା, ଅଳ୍ପ ହେଙ୍ଗୁ, ତେଲ- ୨ ଚାମଚ ।
ପ୍ରସ୍ତୁତି: କାବୁଲି ବୁଟକୁ ରାତିରେ ଭିଜାଇ ରଖିଦିଅନ୍ତୁ । ସକାଳୁ ତାକୁ ପାଣିରୁ ଛାଣି ପ୍ରେସର କୁକୁରରେ ଅଳ୍ପ ଲୁଣ, ହଳଦୀ ଦେଇ ସିଜାଇ ଦିଅନ୍ତୁ । ସିଝିଗଲା ପରେ ଏହାକୁ ପ୍ରେସର କୁକରରୁ କାଢି ଦିଅନ୍ତୁ । ଏହା ପରେ କଡାଇରେ ତେଲ ପକାନ୍ତୁ, ତେଲ ପକାଇବା ପରେ ଅଳ୍ପ ସୋରିଷ ଫୁଟାନ୍ତୁ । ପୁଣି ସେଥିରେ ବିରି ଡାଲି, ଶୁଖିଲା ଲଙ୍କା, ହେଙ୍ଗୁ ଏବଂ ଭୃସଙ୍ଗ ପତ୍ର ପକାଇ ଛୁଙ୍କ କରନ୍ତୁ । ଯେତେବେଳେ ବିରିଡାଲି ଗ୍ଲୋଡେନ୍ କଲ୍ର ହୋଇଯିବ ସେତେବେଳେ ସେତେବେଳେ ସିଝା ହୋଇଥିବା କାବୁଲି ଚଣା, ଅଳ୍ପ ଲୁଣ ଏବଂ କୋରିଆ ହୋଇଥିବା ନଡିଆ ପକାଇ ଘାଣ୍ଟନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚଣା ସୁନ୍ଦଲ ।
ଆମ ଖବର
ଚଣା ସୁନ୍ଦଲ
More in ଆମ ଖବର
-
ଶୃଙ୍ଗାର ର ଶେଷ ସ୍ପର୍ଶ ,ଆଉ କିଛି ସମୟ ପରେ ମା’ଙ୍କ ଧରାବତରଣ I
ଶୃଙ୍ଗାର ର ଶେଷ ସ୍ପର୍ଶ ,ଆଉ କିଛି ସମୟ ପରେ ମା’ଙ୍କ ଧରାବତରଣ I ଭୁବନେଶ୍ୱର -20-10-23 ଧୁମ...
-
କେନ୍ଦ୍ର ସରକାର ଟିଭି ଦର୍ଶକଙ୍କର ତଣ୍ଟି ଚିପି ପଇସା ନେବେ ?
କେନ୍ଦ୍ର ସରକାରଙ୍କର ଅବାଂଛିତ ନିୟମ ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ :- ସୋମନାଥ ରାଉତରାୟ ନୂଆଦିଲ୍ଲୀ...
-
ଭୋଜନ କିପରି କଲେ ଶରୀର ଓ ମନ ସୁସ୍ଥ ରହିଥାଏ
ଭୋଜନ କିପରି କଲେ ଶରୀର ଓ ମନ ସୁସ୍ଥ ରହିଥାଏ ଦୁଇଟି ଭୋଜନ ମଧ୍ୟରେ ସମୟ ବ୍ୟବଧାନ ଅତି...
-
ବିଉଟି ଟିପ୍ସ
ବିଉଟି ଟିପ୍ସ ଫ୍ରିଜରେ ବହୁ ଦିନ ଧରି ରହିଯାଇଥିବା କେତେକ ଫଳ, ପରିବା ତ୍ୱଚାର ଉପଚାରରେ ଲାଗିଥାଏ ।...