ଔରଙ୍ଗାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ମହାରାଷ୍ଟ୍ରର ଔରଙ୍ଗାବାଦ ପୌରପରିଷଦରେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏକ ପ୍ରସ୍ତାବ ଅଗତ ହୋଇଥିଲା l ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ସମର୍ଥନ କଲେ । କିନ୍ତୁ ଅସାଉଦ୍ଦିନ ଓେଓ୍ଵସୀଙ୍କ ଦଳ ଏମଆଇଏମର କର୍ପୋରେଟ ସୟଦ ମାଟିନ ଛିଡା ହୋଇ ଏହାକୁ ବିରୋଧ କଲେ । ଏହାକୁ ଦେଖି କିଛି ସମୟ ସମସ୍ତେ ସ୍ତବ୍ଧ ହୋଇଗଲେ କର୍ପୋରେଟର ମାନେ । ଏହା ପରେ ହଠାତ ସମସ୍ତେ ତାଙ୍କୁ ଘେରି ଉତ୍ତମ ମଧ୍ୟମ ଦେବାକୁ ଆରମ୍ଭ କଲେ । ପୁଲିସ ହସ୍ତକ୍ଷେପ କରି ତାଙ୍କୁ ବାହାରକୁ ନେଇଯାଇଥିଲେ ମଧ୍ୟ ରାସ୍ତାରେ ତାଙ୍କୁ ଗୋଡେଇ ଗୋଡେଇ ପିଟିବାକୁ ଲାଗିଲେ କିଛି ସ୍ଥାନୀୟ ଲୋକ । ବହୁ କଷ୍ଟରେ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା ।
ଦେଶ
ଏମଆଇଏମର କର୍ପୋରେଟରଙ୍କୁ ଉତ୍ତମ ମାଧ୍ୟମ
More in ଦେଶ
-
ଅଲମ୍ପିକ୍ ଯୋଗ୍ୟତା ମ୍ୟାଚରେ ମହିଳା ହକି ଦଳ ବିଜୟୀ
ଅଲମ୍ପିକ୍ ଯୋଗ୍ୟତା ମ୍ୟାଚରେ ମହିଳା ହକି ଦଳ ବିଜୟୀ ଭୁବନେଶ୍ୱର, ୦୧ ନଭେମ୍ବର – ଟୋକିଓ ଅଲିମ୍ପିକ ଯୋଗ୍ୟତା...
-
ଟିମ୍ ଇଣ୍ଡିଆକୁ ତୃତୀୟ ଝଟକା: ବିଶ୍ୱକପ୍ ରୁ ଆଉଟ୍ ହେଲେ ବିଜୟ ଶଙ୍କର , ମୟଙ୍କଙ୍କୁ ସୁଯୋଗ
ଟିମ୍ ଇଣ୍ଡିଆକୁ ତୃତୀୟ ଝଟକା: ବିଶ୍ୱକପ୍ ରୁ ଆଉଟ୍ ହେଲେ ବିଜୟ ଶଙ୍କର , ମୟଙ୍କଙ୍କୁ ସୁଯୋଗ ଇଂଲଣ୍ଡ...
-
ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଲେ ଯୁବରାଜ
ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଲେ ଯୁବରାଜ ମୁମ୍ବାଇ , ୧୦ ଜୁନ୍ – ଆନ୍ତର୍ଜାତୀୟ କ୍ରିକେଟ୍ ରୁ...
-
ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ସିରିଜ୍ ବିଜୟ
ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ସିରିଜ୍ ବିଜୟ ମେଲବର୍ଣ୍ଣ,୧୮ା୧ : ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ଦିନିକିଆରେ ଉଭୟ ବୋଲିଂ ଓ...