ଅଗଷ୍ଟରେ ଗାଡି ବିକ୍ରି କମିଲା
ଭୁବନେଶ୍ୱର, ୦୯ ସେପ୍ଟେମ୍ବର – ସୋସାଇଟି ଅଫ୍ ଅଟୋମୋବାଇ ମାନ୍ୟୁଫାକ୍ଚରସ୍ ଅଗଷ୍ଟରେ ଗାଡି ବିକ୍ରି ହ୍ରାସ ପାଇଛି । ଅଗଷ୍ଟ ମାସରେ ସର୍ବାଧିକ ୪୧.୦୯ ପ୍ରତିଶତ ଗାଡି ବିକ୍ରି କମିଛି । ୧୯୯୭-୯୮ ମସିହା ପରେ ଚଳିତ ବର୍ଷ ଅଗଷ୍ଟରେ ସର୍ବାଧିକ ଗାଡି ବିକ୍ରି କମିଛି । ବ୍ୟବସାୟିକ ଗାଡି ବିକ୍ରି ୩୮.୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ପାସେଂଜର କାର ୨୨.୨ ପ୍ରତିଶତ, ଯାତ୍ରୀବାହୀ ଗାଡି ୩୧.୬ ପ୍ରତିଶତ କିମିଛି ବୋଲି ସୋସାଇଟି ପକ୍ଷରୁ କୁହାଯାଇଛି ।
ଦେଶ
ଅଗଷ୍ଟରେ ଗାଡି ବିକ୍ରି କମିଲା
More in ଦେଶ
-
ତିନି ଜ୍ୟେତିର୍ଲିଙ୍ଗକୁ ସଂଯୋଗ କରୁଥିବା ରେଳ ସେବାକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇଲେ
ତିନି ଜ୍ୟେତିର୍ଲିଙ୍ଗକୁ ସଂଯୋଗ କରୁଥିବା ରେଳ ସେବାକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇଲେ ବାରଣାସୀ, ୧୬ ଫେବୃୟାରୀ –...
-
ପାନକାର୍ଡ଼ ସହ ଆଧାର ଲିଙ୍କର ଅବଧି ବୃଦ୍ଧି
ପାନକାର୍ଡ଼ ସହ ଆଧାର ଲିଙ୍କର ଅବଧି ବୃଦ୍ଧି ଭୁବନେଶ୍ୱର,୩୦ ଡିସେମ୍ବର – ପାନ୍ ସହ ଆଧାର କାର୍ଡ଼ର ଲିଙ୍କର...
-
ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନ୍ଟେକ୍ ଓ ଷ୍ଟାର୍ଟଅପ ପ୍ରତିନିଧିଙ୍କ ସହିତ ଅର୍ଥମନ୍ତ୍ରୀଙ୍କ ପ୍ରଥମ ପ୍ରାକ୍-ବଜେଟ୍ ଆଲୋଚନା
ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନ୍ଟେକ୍ ଓ ଷ୍ଟାର୍ଟଅପ ପ୍ରତିନିଧିଙ୍କ ସହିତ ଅର୍ଥମନ୍ତ୍ରୀଙ୍କ ପ୍ରଥମ ପ୍ରାକ୍-ବଜେଟ୍ ଆଲୋଚନା ନୂଆଦିଲ୍ଲୀ,୧୬ ଡିସେମ୍ବର –...
-
ବିଏସଏନଏଲ ସହ ମିଶିବ ଏମଟିଏନଏଲ !
ବିଏସଏନଏଲ ସହ ମିଶିବ ଏମଟିଏନଏଲ – ଉଭୟ କମ୍ପାନୀକୁ ମିଳିବ ୪ଜି ସ୍ପେକ୍ଟ୍ରମ -୧୫ ହଜାର କୋଟି ଟଙ୍କାର...