Connect with us

ମନୋରଞ୍ଜନ

୫ ବର୍ଷ ପରେ ଅଜୟଦେବଗନ ଓ ପ୍ରକାଶ ଝା ମିଳିତ ଭାବରେ କାର୍ଯ୍ୟ କରିବେ

ସାଙ୍କେତିକ ଚିତ୍ର

୫ ବର୍ଷ ପରେ ଅଜୟଦେବଗନ ଓ ପ୍ରକାଶ ଝା ମିଳିତ ଭାବରେ କାର୍ଯ୍ୟ କରିବେ
ବକ୍ସ ଅଫିସ ହିଟ ଗଙ୍ଗାଜଳ ,ରାଜନୀତି,ଅପହରଣ ,ସତ୍ୟାଗ୍ରହ ପରି ସିନେମା ପ୍ରକାଶ ଝା ଓ ଅଜୟ ଦେଵଗନଙ୍କ ମିଳିତ ଅବଦାନ ଥିଲା । କିନ୍ତୁ ପାଞ୍ଚ ବର୍ଷହେଲା ଏମାନଂକର କୌଣସି ସିନେମା ଆସିନଥିଲା । ବର୍ତମାନ ସ୍କ୍ରିପ୍ଟ ଓ ଷ୍ଟୋରି ଲାଇନକାମ ଚାଲୁଥିବାବେଳେ ଖୁବ ଶୀଘ୍ର ସୁଟିଂ ଆରମ୍ଭ ହେବ । ଏଠାରେ ଉଲ୍ଲେଖଯୋଗ୍ୟଯେ, ଗଙ୍ଗାଜଳ- ୨ରୁ ଅଜୟ ଦେଵଗଂ ଓ ପ୍ରକାଶ ଝାଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା.। ବର୍ତମାନ ତାହା ଦୂରୀଭୂତ ହୋଇ ନୂଆ କାର୍ଯ୍ୟପ୍ରତି ଅଗ୍ରଗତି କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ