Connect with us

ଖେଳ

୪ଜଣ ମହିଳା ହକି ଖେଳାଳିଙ୍କୁ ୧ କୋଟି ଲେଖାଏ ପୁରସ୍କାର l

୪ଜଣ ମହିଳା ହକି ଖେଳାଳିଙ୍କୁ ୧ କୋଟି ଲେଖାଏ ପୁରସ୍କାର l

ଭୁବନେଶ୍ୱର : ୪ଜଣ ମହିଳା ହକି ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧ କୋଟି ଲେଖାଏ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହି ଖେଳାଳୀମାନେ ହେଲେ ଲିଲିମା ମିଞ୍ଜ, ନମିତା ଟପ୍ପୋ, ଦିପଗ୍ରେସ୍‌ ଏକ୍କା, ସୁନିତା ଲାବ୍ରା। ଏସୀୟ କ୍ରୀଡ଼ାରେ ହକିରୁ ଭାରତକୁ ରୌପ୍ୟ ପଦକ ମିଳିଥିଲା।

ତେବେ ଓଡ଼ିଶା ପକ୍ଷରୁ ଭାରତ ପାଇଁ ଖେଳି ଦେଶ ଏବଂ ରାଜ୍ୟର ନାଁ ରଖିଥିବାରୁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। ଦୁତି ଚାନ୍ଦ ଙ୍କୁ ପୁରସ୍କାର ରାଶି ମିଳିବ ପରେ ହକି ଖେଳାଳିଙ୍କୁ ପୁରସ୍କାର ମିଳିବନେଇ ଚର୍ଚା ଜୋର ଧରିଥିଲା l

Click to comment

Leave a Reply

Your email address will not be published. Required fields are marked *

More in ଖେଳ