Connect with us

ଓଡିଶା

୧୯ରେ ପୁଣି ଲଘୁଚାପ

୧୯ରେ ପୁଣି ଲଘୁଚାପ
ଭୁବନେଶ୍ୱର,୧୭ା୮: ଆସନ୍ତା ୧୯ ତାରିଖରେ ଉତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ମା
ଲକାନଗିରି,କୋରାପୁଟ, ବାଲେଶ୍ୱର , ମୟୁରଭଂଜ , କେନ୍ଦୁଝର , ଭଦ୍ରକ , ଯାଜପୁର ଓ କେନ୍ଦ୍ରାପଡା ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୨୦ ତାରିଖର ସାରା ରାଜ୍ୟରେ ବର୍ଷା ହୋଇପାରେ । ଆଜି ଓ କାଲି ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା