Connect with us

ସଂକ୍ଷେପ

୧୨ରେ ଶପଥ ଗ୍ରହଣ କରିବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜାଭେରୀ

୧୨ରେ ଶପଥ ଗ୍ରହଣ କରିବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜାଭେରୀ
ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବି·ରପତି ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଆସନ୍ତା ୧୨ ତାରିଖରେ ଶପଥ ଗ୍ରହଣ କରିବେ । ରବିବାର ଅପରାହ୍ନ ୪ଟାରେ ହାଇକୋର୍ଟ ଓଲଡ୍ ବିଲଡିଂର ଦି ଇଷ୍ଟର୍ଣ୍ଣ ସାଇଡ୍ ଲନ୍ ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଅନ୍ୟାନ୍ୟ ମନ୍ତ୍ରୀମାନଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ହାଇକୋର୍ଟର ବିଚାରପତିମାନେ ଯୋଗ ଦେବେ ।

Click to comment

Leave a Reply

Your email address will not be published. Required fields are marked *

More in ସଂକ୍ଷେପ