Connect with us

ଅପରାଧ

ହାଇକୋର୍ଟକୁ ଯିବ କ୍ରାଇମବ୍ରାଞ୍ଚ

ସାଙ୍କେତିକ

ହାଇକୋର୍ଟକୁ ଯିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର,୨୭ା୧୨ : ପିପିଲି ଗଣଦୁଷ୍କର୍ମ ମାମଲାରେ ତଳକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଂଚ କରି ହାଇକୋର୍ଟକୁ ଯିବ ବୋଲି କ୍ରାଇମବ୍ରାଂଚର ଏଡିଜେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ପବ୍ଲିକ ପ୍ରସିକ୍ୟୁସେନ ଡାଇରେକ୍ଟରଙ୍କ ମାଧ୍ୟମରେ ହାଇକୋର୍ଟକୁ ଯିବ । ବର୍ତମାନ ତଳକୋର୍ଟରେ ଦେଇଥିବା ରାୟ ଉପରେ ତର୍ଜମା ଚାଲିଛି । ରାୟରେ ପୀଡ଼ିତାକୁ ହତ୍ୟା କରାଯାଇଥିବା ବିଚାରପତି ଦର୍ଶାଇଛନ୍ତି । ତେବେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ନ ଥିବାର କହିଛନ୍ତି । ଠିକଣା ଭାବେ ଏହି ମାମଲା ଉପରେ ତଦନ୍ତ କରାଯାଇଥିଲା । ସରକାରୀ ଓକିଲ ମଧ୍ୟ ବଳିଷ୍ଠ ଭାବେ ଯୁକ୍ତି ବାଢ଼ିଥିଲେ ବୋଲି ଏଡିଜେ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ