Connect with us

ମନୋରଞ୍ଜନ

ସ୍ୱପ୍ନା ପତି ଓଲିଉଡରେ

ସାଙ୍କେତିକ

୫ରୁ ଉଦ୍ଧ୍ୱର୍ ହିନ୍ଦି ଫିଲ୍ମରେ ଅଭିନୟ ସାଙ୍ଗକୁ ମଡେଲିଂରେ ନମ୍ବର-୧ ଆସନ ପାଇଥିବା ପ୍ରଥମଥର ପାଇଁ ଓଲିଉଡରେ ପାଦ ଥାପିଛନ୍ତି । ସ୍ୱପ୍ନା ନୂଆ ହାସ୍ୟ ରସାତ୍ମକ ଓଡ଼ିଆ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ରେ ଅଭିନୟ କରୁଛନ୍ତି । ଅମର ମ୍ୟୁଜିକ୍ ଓ ଲେଡିକାର୍ଟ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ଏହି ଓଡ଼ିଆ ଫିଲ୍ମରେ ଚକ୍ଲେଟ୍ ହିରୋ ସବ୍ୟସାଚ୍ଚିଙ୍କ ସହିତ ଏଲିନା ଏବଂ ସମାଜସେବୀ ଋଷି ପଟ୍ଟନାୟକ ମଧ୍ୟ ଅଭିନୟ କରୁଛନ୍ତି । କେବଳ ଏତିକି ନୁହେଁ ‘ମାଲ୍ ମହୁ ଜୀବନ ମାଟି’ ଫିଲ୍ମଟି ଛଶିତଗଡି ଭାଷାରେ ମଧ୍ୟ କରାଯିବାକୁ ଯୋଜନା ହୋଇଛି ।

ଏପରିକି ପଦ୍ମଶ୍ରୀ ଅନୁଜ୍ ଶର୍ମା ଓ ଲବ୍ଲି ଏଥିରେ ଦମଦ୍ୱାର ଯୋଡି ଭାବେ ଦେଖାଦେବେ ବୋଲି ଜଣାପଡିଛି । ବର୍ଷିୟାନ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ରବି ମିଶ୍ର, ବିଜୁ ବଟଜେନା ଓ ଜୀବନ ପଣ୍ଡାଙ୍କୁ ମଧ୍ୟ ଏଥିରେ ଭିନ୍ନ ଭିନ୍ନ ଚରିତ୍ରରେ ନିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ