Connect with us

ଆଞ୍ଚଳିକ

ସୁରଟରେ ଥିବା ଓଡ଼ିଆଙ୍କ ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ସାଙ୍କେତିକ ଚିତ୍ର

ସୁରଟରେ ଥିବା ଓଡ଼ିଆଙ୍କ ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର: ସୁରଟରେ ଓଡିଆ ଭାଷା ଭାଷୀ ଜନସାଧାରଣଙ୍କ ସୁବିଧା ପାଇଁ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଚିଠି ଲେଖିଛନ୍ତି । ପ୍ରାୟ ୭ ଲକ୍ଷ ପ୍ରବାସୀ ଓଡ଼ିଆ ସୁରଟରେ ଅବସ୍ଥାନ କରୁଛନ୍ତି । ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନବୀନ ପଟନାୟକ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଏକ ଏକର ଜମି ଯୋଗାଇ ଦେବାକୁ ଅନୁରୋଧ କରି ଚିଠି ଲେଖିଛନ୍ତି । କମ୍ୟୁନିଟି ସେଣ୍ଟର ତିଆରି ହୋଇଗଲେ ଓଡିଆମାନେ ନିଜର ସ୍ୱତନ୍ତ୍ର ଅନୁଷ୍ଠାନ କରିପାରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ