Connect with us

ଦେଶ

ସୁଧ ହାର ଅପରିବର୍ତ୍ତିତ

ସାଙ୍କେତିକ ଚିତ୍ର

ସୁଧ ହାର ଅପରିବର୍ତ୍ତିତ
ମୁମ୍ବାଇ,୫ା୧୦ : ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ଅପରିବର୍ତ୍ତିତ ରଖିଛନ୍ତି । ଶୁକ୍ରବାର ଅନୁଷ୍ଠିତ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରେିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ଅବସରରେ ଆରବିଆଇ ଏହି ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ରିପୋ ରେଟ୍ (ବାଣିଜ୍ୟିକ ବ୍ୟାଙ୍କ ଯେଉଁ ହାରରେ ଆରବିଆଇଠାରୁ ଋଣ ଆଣନ୍ତି) ୬.୫୦%ରେ ଏବଂ ରିଭର୍ସ ରିପୋ ରେଟ୍ (ଯେଉଁ ହାରରେ ଆରବିଆଇ ବାଣିଜ୍ୟିକ ବ୍ୟାଙ୍କଠାରୁ ଋଣ ନିଏ) ୬.୨୫%ରେ ଅପରିବର୍ତ୍ତିତ ରହିଛି ।

ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ଓ ମୁଦ୍ରାସ୍ଫୀତି ଆଧାରରେ ସୁଧ ହାର ବଢ଼ିବାରେ ପୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ । କିନ୍ତୁ ମୁଦ୍ରାନୀତି ସମୀକ୍ଷା କମିଟି ସଦସ୍ୟମାନେ ସୁଧହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ