Connect with us

ଓଡିଶା

ସୀମା ବିବାଦକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗ ମୁହାଁମୁହିଁ ଅବସ୍ଥା l

ସୀମା ବିବାଦକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗ ମୁହାଁମୁହିଁ ଅବସ୍ଥା l

ସୀମା ବିବାଦକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗ ମୁହାଁମୁହିଁ ଅବସ୍ଥା l
ଭୁବନେଶ୍ୱର,୨୮ା୮ : ସୀମା ବିବାଦକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗ ମୁହାଁମୁହିଁ ହୋଇଛନ୍ତି । ଓଡିଶା ସୀମାନ୍ତରେ ଥିବା ଦୀଘା ଓ ଉଦୟପୁରର ୨୦ ଫୁଟ୍ ଭିତରକୁ ପଶ୍ଚିମବଙ୍ଗ ତାର ଫଳକ ଲଗାଇଛି । ଏସମ୍ପର୍କରେ ରାଜସ୍ୱ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଆପତ୍ତି ଜଣାଇ ଦିଆଯାଇଥିଲେ ମଧ୍ୟ ସେ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ସେ ଫଳକକୁ ଭାଙ୍ଗି ଦିଆଯାଇଛି ।

୪ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସେଠାରେ ମୁତୟନ ଥିବା ବେଳେ ପ୍ରବଳ ଉତେଜନା ଲାଗି ରହିଛି । ବରିଷ୍ଠ ପୋଲିସ୍ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା