Connect with us

ଦେଶ

ସିବିଆଇ ମଧ୍ୟରେ ଟଣା ଓଟରା

ସାଙ୍କେତିକ ଚିତ୍ର

ସିବିଆଇର ନିର୍ଦେଶକ ଆଲୋକ ବର୍ମା ଓ ତାଙ୍କ ପରବର୍ତ୍ତୀ ଅଧିକାରୀ ରାକେଶ ଆସ୍ଥାନା ମଧ୍ୟରେ ଟଣା ଓଟରା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାକେଶ ଆସ୍ଥାନାଙ୍କ ଉପରେ ସିବିଆଇ ଲାଞ୍ଚ ନେବା ଅଭିଯୋଗ ଆଗତ କରିଛି । ଏଥିରେ ଉତକ୍ଷିପ୍ତ ହୋଇ ରାକେଶ ଆସ୍ଥାନା କେନ୍ଦ୍ର ସରକାରଙ୍କୁ ନିଯଉପରେ ମିଥ୍ୟା ଏଫଏଇଆର କରାଯାଇଥିବାର ଅଭିଯୋଗ ବାଢ଼ିଛନ୍ତି ।

ସୂଚନା ଅନୁସାରେ ,ସିବି ଆଇ ରେ 2ନମ୍ବର କୁହାଯାଉଥିବା ରାକେଶ ଆସ୍ଥାନାଙ୍କ ବିରୁଦ୍ଧରେ ହାଇଦ୍ରାବାଦର ବ୍ୟବସାୟୀ ସତୀଶ ସନାଙ୍କ ଅଭିଯୋଗ ଅନୁସାରେ ଏଫଏଇଆର କରାଯାଇଛି । ସିବି ଆଇକୁ ଦେଇଥିବା ଅଭିଯୋଗପତ୍ରରେ ସତୀଶ ସନା ଦର୍ଶଇଛନ୍ତିଯେ, ସେ ଏକ ମାମଲାରେ ତାଙ୍କ ନାମକୁ ନଟାଣିବା ପାଇଁ ରାକେଶ ଆସ୍ଥାନାକୁ 2କୋଟି ଟଙ୍କା ଲଂଚ ଆକାରରେ ଦେଇଛି । ଏହି ପଇସା ଡିସେମ୍ବର 2017 ରୁ ଆରମ୍ଭ ହୋଇ 10 ମାସ ମଧ୍ୟରେ ଦିଆଯାଇଥିଲା ।

କିନ୍ତୁ ରାକେଶ ଆସ୍ଥାନାଏହି ଅଭିଯୋଗକୁ ଖାରଜ଼କରି କହିଛନ୍ତିଯେ, ସତୀଶ ସନା ଓ ପ୍ରବର୍ତନ ନିର୍ଦେଶଳାୟର କିଛି ଅଧିକାରୀ ମୋ ବିରୁଦ୍ଧରେ ଷଡଯନ୍ତ୍ର ରଚିଛନ୍ତି । ଆଗକୁ ବହୁତ ଅଧିକାରୀଙ୍କ ନାମ ବାହାରକୁ ଆସିବାର ସମ୍ଭାବନା ଅଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ