Connect with us

ଦେଶ

ସିବିଆଇର ଅଫିସର ନୂଆ ପାର୍ଟି ଗଢିଲେ

ସାଙ୍କେତିକ ଚିତ୍ର

ସିବିଆଇର ଅଫିସର ନୂଆ ପାର୍ଟି ଗଢିଲେ
ହାଇଦ୍ରାବାଦ :- ସିବିଆଇର ପୂର୍ବ ଯୁଗ୍ମନିର୍ଦେଶକ ଭି ଭି ଲଷ୍ମୀନାରାୟଣ ଏକ ନୂଆ ପାର୍ଟି ଗଠନ କରି ନିଜର ମହତ୍ୱାକାଂଷା ଜାହିର କରିଥିବା ବେଳେ ସେ ନିଜେ ନିର୍ବାଚନ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି ।
ସୂତ୍ର ଅନୁସାରେ ,ଯେତେବେଳେ ସିବିଆଇର ଭାବମୂର୍ତ୍ତି ଖରାପ ଆଦାକୁଗତି କରୁଛି ଠିକ ସେତିକିବେଳେ କିଛି କର୍ମଚାରୀ ନିଜ ମହତ୍ୱାକାଂକ୍ଷାକୁ ଯହୀରକରିବାପାଇଁ କିଛିନା କିଛି ହଟଚମଟ କରୁଛନ୍ତି । ଭି ଭି ଲଷ୍ମୀନାରାୟଣ ନିଜର ରାଜନୈତିକ ଇଛା ଜାହିର କରିବାପରେ ଆମ ଆଦମୀ ପାର୍ଟି ,ଲୋକସତ୍ତା ଓ ତେଲେଙ୍ଗାନା ପିପୁଲସ ପାର୍ଟି ମଧ୍ୟ ନିଜ ନିଜ ଦଳରେ ମିଶିବାପାଇଁ ନିମନ୍ତ୍ରିତ କରିଥିଲେ ମଧ୍ୟ ସେ ନିଜେ ଏକ ଦଳ ଗଠନ କରିଛନ୍ତି । ଆଗାମୀ ନିର୍ଵାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ