Connect with us

ବାଣିଜ୍ୟ

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଢିଆ (ଏସବିଆଇ) ଖୁବ ଶୀଘ୍ର ନିଜ ପୁରୁଣା ଏଟିଏମ କାର୍ଡ ବନ୍ଦ କରିବାକୁ ଯାଉଛି

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଢିଆ (ଏସବିଆଇ) ଖୁବ ଶୀଘ୍ର ନିଜ ପୁରୁଣା ଏଟିଏମ କାର୍ଡ ବନ୍ଦ କରିବାକୁ ଯାଉଛି

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଢିଆ (ଏସବିଆଇ) ଖୁବ ଶୀଘ୍ର ନିଜ ଗ୍ରାହକମାନଙ୍କୁ ପୁରୁଣା ଏଟିଏମ କାର୍ଡ ବଦଳାଇବାକୁ ନିର୍ଦ୍ଦେଶ ଦେଇଛି l କାରଣ -ବନ୍ଦ ହେବାକୁ ଯାଉଛି ଏସବିଆଇର କୋଟିକୋଟି ଏଟିଏମ କାର୍ଡ। ଏଟିଏମ ମେସିନରେ ବି ଚାଲିବ ନାହିଁ ଏହି ଏଟିଏମ କାର୍ଡ।

ଏସବିଆଇର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶୁକ୍ରବାର ସୂଚନା ଦିଆଯାଇଛି କି, ଯେଉଁ ଗ୍ରାହକମାନଙ୍କ ନିକଟରେ ପୁରୁଣା ମ୍ୟାଜିଷ୍ଟ୍ରିପ ତଥା ମ୍ୟାଗ୍ନେଟିକ୍‌ ଡେବିଟ କାର୍ଡ ରହିଛି ସେମାନେ ନିଜ ନିଜର ଏହି ପୁରୁଣା ଏଟିଏମକାର୍ଡକୁ ତୁରନ୍ତ ବ୍ୟାଙ୍କ ଆସି ବଦଳାଇବାକୁ ବାଧ୍ୟ ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ