Connect with us

ଆଞ୍ଚଳିକ

ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ

ସାଙ୍କେତିକ ଚିତ୍ର

ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ
ଭୁବନେଶ୍ୱର :- ପୋଲିସର ବିନା ଅନୁମତିରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିବା ଅଭିଯୋଗରେ ୮ ଜଣ ଯୁବକ ଓ ଯୁବତୀ ଙ୍କୁ ସିଂହଦ୍ୱାର ପୋଲିସ ଅଟକ ରଖି ତାଙ୍କୁ ଜେରା କରଥିଲା । ସମ୍ପୃକ୍ତ ଯୁବକମାନେ ଏମଆର ମଠ ଉପରେ ଛିଡ଼ା ହୋଇ ଏହି ଡ୍ରୋନ କ୍ୟାମେରା ଉଡ଼ାଇଥିଲେ । ପର୍ଯ୍ୟଟନ ବିଭାଗର ଅନୁମତି ନେଇ ସତର ଫିଲିମ ପାଇଁ ଫଟୋ ଉଠାଇଥିବାର ଜଣାପଡ଼ିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ