Connect with us

ଦେଶ

ଶକ୍ତିକାନ୍ତ ଦାସ ଆର୍ବିଆଇର ପ୍ରଥମ ଓଡିଆ ଗଭର୍ଣ୍ଣର

ସାଙ୍କେତିକ ଚିତ୍ର

ଶକ୍ତିକାନ୍ତ ଦାସ ଆର୍ବିଆଇର ପ୍ରଥମ ଓଡିଆ ଗଭର୍ଣ୍ଣର
ଭୁବନେଶ୍ୱର,୧୧ା୧୨: ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଅର୍ଥ ଆୟୋଗର ସଦସ୍ୟ ତଥା ପୂର୍ବତନ ଅର୍ଥ ମନ୍ତ୍ରାଳୟ ସଚିବ ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତି ଦିଆଯାଇଛି । ସେ ତିନିବର୍ଷ ପାଇଁ ଏହି ପଦବୀରେ ରହିବେ । ଉକ୍ତ ପଦବୀରେ ଥିବା ଉରଜିତ ପଟେଲ ଗତକାଲି ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିଲେ ।

ଆଜି ଶ୍ରୀ ଦାସଙ୍କୁ ଏହି ପଦବୀରେ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି । ଏହି ପଦବୀରେ ନିଯୁକ୍ତି ପାଇବାରେ ଶ୍ରୀ ଦାସ ହେଉଛନ୍ତି ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୯୫୭ ମସିହାରେ ଓଡିଶାରେ ଜନ୍ମ ଗ୍ରହଣ କରିଥିବା ଶକ୍ତିକାନ୍ତ ଦାସ ୧୯୮୦ ବ୍ୟାଚର ତାମିଲନାଡୁ କ୍ୟାଡରର ଅ।ଇଏଏସ । ଅବସର ନେବା ପରେ ବତର୍ମାନ ତାଙ୍କୁ ଅ।ରବିଅ।ଇର ୨୫ତମ ଗଭର୍ଣ୍ଣର ଭାବେ ଅପସ୍ଥାପିତ କରାଯାଇଛି । ଏଥିପୂର୍ବରୁ ଦୁଇଜଣ ଓଡ଼ିଆ ବ୍ୟକ୍ତି ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ