Connect with us

ଓଡିଶା

ରାହୁଳ ଗାନ୍ଧୀଙ୍କ ଓଡିଶା ଗସ୍ତ ବାତିଲ

ସାଙ୍କେତିକ

ରାହୁଳ ଗାନ୍ଧୀଙ୍କ ଓଡିଶା ଗସ୍ତ ବାତିଲ
ଭୁବନେଶ୍ୱର, ୮ ଅପ୍ରେଲ – ଆସନ୍ତାକାଲି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ କଂଗ୍ରେସ ଦଳର ରାଷ୍ଟ୍ରୀୟ ସଭାପତି ରାହୁଳ ଗାନ୍ଧୀ କନ୍ଧମାଳ ଆସିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର କାଳବୈଶାଖି ପାଇଁ ତାଙ୍କର ଏହି କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି ବୋଲି କଂଗ୍ରେସ ନେତା ମାନସ ଚୌଧୁରୀ ସୂଚନା ଦେଇଛନ୍ତି । ଉକ୍ତ ସଭାରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ପ୍ରଭାରୀ ଟିଏସ୍ ସିଂହଦେଓ ଯୋଗଦେବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା