Connect with us

ଅପରାଧ

ମହାନଦୀ ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

image

ମହାନଦୀ ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
ଭୁବନେଶ୍ୱର:- କଟକର ମହାନଦୀ ପୋଲ ଉପରୁ ବସ୍ ଖସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଖବର ନେବାରେ ଜଣାଯାଏ ଯେ, ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇ ଏସସିବିରେ ଚିକିତ୍ସାଧିନ ଥିବା ଆଜି ଆଉଜଣଙ୍କର ମୃତ୍ୟୁ ଘଟିଛି । ତାଙ୍କ ନାମ ଭରତ ମଲ୍ଲିକ ଓ ତାଙ୍କ ଘର ପୁରୀ ଜିଲ୍ଲାରେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଏହି ଘଟଣାରେ ପୂର୍ବରୁ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା । ଏବେ ବି ଏସସିବିରେ ୨୮ ଜଣ ଚିକିତ୍ସାଧିନ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ