Connect with us

ଅପରାଧ

ମହାକାଳପଡ଼ା ଥାନା ଇନିସ୍ପେକଟର ନିଲମ୍ବିତ l

ମହାକାଳପଡ଼ା ଥାନା ଇନିସ୍ପେକଟର ନିଲମ୍ବିତ l

ମହାକାଳପଡ଼ା ଥାନା ଇନିସ୍ପେକଟର ନିଲମ୍ବିତ l
ଓଡିଶା – ପୋଲିସ ଡିଜି ଆର ପି ଶର୍ମା ରବିବାର ଦିନ ମହାକାଳପଡ଼ା ଥାନା ଇନିସ୍ପେକଟର ଶ୍ୟାମଘନ ବେହେରାଙ୍କୁ ଦାୟିତ୍ବହୀନ କାର୍ଯ୍ୟ ପାଇଁ ନିଲମ୍ବିତ କରିଛନ୍ତି l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ,ଜଣେ ଅବିନାଶ ପଇଟଲ ନାମକ ଯୁବକ କୁ ମହାକାଳପଡା ପୋଲିସ ମୋବାଇଲ ଚୋରି ଅଭିଯୋଗରେ ଅଟକ ରଖିଥିଲା l କିନ୍ତୁ ପୋଲିସର ମାତ୍ରାଧିକ ପ୍ରତିକ୍ରିୟା ଯୋଗୁଁ ସେ ଥାନାରୁ ପଳାଇଯାଇ ଅନ୍ୟ ଏକ ସ୍ଥାନରେ ଆତ୍ମହତ୍ୟା କରିଦେଇଥିଲା l ସ୍ଥାନୀୟ ଜନସାଧାରଣ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ l କେନ୍ଦ୍ରାପଡା ଏସ ପିଙ୍କୁ ତଦନ୍ତଭାର ଦେଇ ଦୋଷୀଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ଡିଜି ନିର୍ଦେଶ ଦେଇଛନ୍ତି l

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ