Connect with us

ଖେଳ

ଭୁବନେଶ୍ୱରରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରକା ହକି ଟିମ୍

ସାଙ୍କେତିକ ଚିତ୍ର

ଭୁବନେଶ୍ୱରରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରକା ହକି ଟିମ୍
ଭୁୁବନେଶ୍ୱର,୨୧ା୧୧: ପୁରୁଷ ହକି ବିଶ୍ୱକପରେ ଭାଗ ନେବାପାଇଁ ଆର୍ଜେଂଟିନା ଟିମ୍ ଭୁବନେଶ୍ୱରରେ ପହଂଚିଛି । ବୁଧବାର ପୂର୍ବାହ୍ନରେ ଆର୍ଜେଂଟିନା ପୁରୁଷ ହକି ଟିମ୍ ବିଜୁ ପଟ୍ଟନାୟକ ଅ।ନ୍ତର୍ଜାତିକ ବିମାନବନ୍ଦରରେ ପହଂଚିଥିଲା । ଦୁଇ ତିନି ଦିନ ମଧ୍ୟରେ ଅନ୍ୟ ଟିମ୍ ଗୁଡିକ ଭୁବନେଶ୍ୱରରେ ପହଂଚିବେ । ଏହାପରେ ସେମାନେ ୱାର୍ମ ଅପ ମ୍ୟାଚ ଖେଳ ଅ।ରମ୍ଭ କରିବେ । କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚର ପତାକା ସହ ୧୬ଟି ଦେଶର ପତାକା ଲଗାଯାଇଛି । ଅପରପକ୍ଷରେ ହକି ବିଶ୍ୱ କପ୍ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ସେହିପରି ହକି ବିଶ୍ୱକପ ୨୦୧୮ରେ ଭାଗ ନେବା ପାଇଁ ଆଜି ସଂଧ୍ୟରେ ଦକ୍ଷିଣ ଆଫ୍ରିକା ଦଳ ଭୁବନେଶ୍ୱରରେ ମଧ୍ୟ ପହଁଚିଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ