Connect with us

ଖେଳ

ଭାରତୀୟ ମହିଳା ହକି ଦଳର ବିଜୟ l

ଭାରତୀୟ ମହିଳା ହକି ଦଳର ବିଜୟ l

ଜାକାର୍ତ୍ତା : ଭାରତୀୟ ମହିଳା ହକି ଦଳ ଦକ୍ଷିଣ କୋରିଆ କୁ 4-1 ଗୋଲ ରେ ପରାସ୍ତ କରିଛି l ଅଠର ତମ ଏସିଆନ ଗେମ ରେ ମହିଳା ଦଳ ପୁଲ ବି ମ୍ୟାଚ ରେ ଦକ୍ଷିଣ କୋରିଆ କୁ ହରାଇଅଛି l ଏହିଖେଳ ଗଲୋରା ବୁଙ୍ଗ କାର୍ଣ୍ଣଓ ହକି ପଡିଆରେ ଶନିବାର ଦିନ ଖେଳା ଯାଇଥିଲା
ଆଗାମୀ ତଥା ପୂଲ ବି ର ଅନ୍ତିମ ଖେଳ ଥାଇଲାଣ୍ଡ ବିପକ୍ଷରେ 27 ତାରିଖ ଦିନ ଖେଳିବ l

Click to comment

Leave a Reply

Your email address will not be published. Required fields are marked *

More in ଖେଳ