Connect with us

ଖେଳ

ଭାରତର ପୁରୁଷ ଓ ମହିଳା ତୀରନ୍ଦାଜୀ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି l

ଭାରତର ପୁରୁଷ ଓ ମହିଳା ତୀରନ୍ଦାଜୀ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି l

ଜାକର୍ତ୍ତା :- ଏସିଆନ ଗେମ ର ଦଶମ ଦିନରେ ଭାରତର ପୁରୁଷ ଓ ମହିଳା ତୀରନ୍ଦାଜୀ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି l ଏସିଆନ ଗେମ 2018 ରେ ଭାରତର ମହିଳା ଓ ପୁରୁଷ କମ୍ପାଉଣ୍ଡ ଟିମ ତୀରନ୍ଦାଜୀ ଇଭେଣ୍ଟ ରେ ପ୍ରତିପକ୍ଷ ଦକ୍ଷିଣ କୋରିଆଠାରୁ ହାରିଯାଇଛି l ଭାରତକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି l

Click to comment

Leave a Reply

Your email address will not be published. Required fields are marked *

More in ଖେଳ