Connect with us

ଅପରାଧ

ଭଣ୍ଡାରୀ ପୋଖରୀ ଥାନା ଆଇଆଇସି ନିଲମ୍ବିତ

ସାଙ୍କେତିକ

ଭଣ୍ଡାରୀ ପୋଖରୀ ଥାନା ଆଇଆଇସି ନିଲମ୍ବିତ
ଭୁବନେଶ୍ୱର,୧୮ା୧୨ : ଭିଜିଲାନ୍ସ ସଂସ୍ଥା ଦ୍ୱାରା ଗିରଫ ହୋଇଥିବା ଭଣ୍ଡାରୀ ପୋଖରୀ ଥାନାର ଆଇଆଇସି ଅମିତ୍ ବିଶ୍ୱାଳଙ୍କୁ ପୋଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ନିଲମ୍ବନ କରିଛନ୍ତି । ଏହି ନିର୍ଦ୍ଦେଶ ଡିସେମ୍ବର ୧୧ ତାରିଖଠାରୁ କାର୍ଯ୍ୟକାରୀ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ