Connect with us

ମନୋରଞ୍ଜନ

ବୁଢା ମେକଅପରେ ଦେଖାହେଲେ ‘ସଲମନ ଖାଁ’

ସାଙ୍କେତିକ

ବୁଢା ମେକଅପରେ ଦେଖାହେଲେ ‘ସଲମନ ଖାଁ’
– ‘ଭାରତ’ ଫିଲ୍ମର ପୋଷ୍ଟର ହେଲା ଭାଇରଲ

ନୂଆଦିଲ୍ଲୀ : ସଲମନ ଖାଁ ଏବେ ତାଙ୍କର ନୂଆ ସିନେମା ‘ଭାରତ’ ପାଇଁ ବ୍ୟସ୍ତ ଅଛନ୍ତି । ଏଥିରେ ସେ ସେ ସମସ୍ତଙ୍କୁ ଚମକଇ ଏକ ବୃଦ୍ଧ ଭାବରେ ଦେଖାଦେଉଛନ୍ତି । ତାଙ୍କ ପ୍ରଶଂସକ ମାନଙ୍କୁ ସେ ଏକ ରୋଚକ ଟ୍ୱିଟ ମଧ୍ୟ କରିଛନ୍ତି । ସେ ଟ୍ୱିଟ ମାଧ୍ୟମରେ ଦର୍ଶକଙ୍କୁ କହିଛନ୍ତିଯେ, ‘ଯେତେ ଧଳା ବାଳ ମୋ ଦାଢ଼ି ଓ ମୁଣ୍ଡରେ ଅଛି ତା ଠାରୁ ଅଧିକ ରଙ୍ଗୀନ ମୋର ଜୀବନ ବିତିଛି’ । ଏହି ସିନେମା ‘ଇଦ’ ସମୟରେ ମୁକ୍ତିଲାଭ କରିବାର ସମ୍ଭାବନା ଅଛି । ସେ ଏହି ଫଟୋକୁ ସେୟାର କରୁ କରୁ ଭାଇରଲ ହେବାରେ ଲାଗିଛି l

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ