Connect with us

ଓଡିଶା

ବିଜେପିରୁ ୫ ନିଲମ୍ବିତ

ସାଙ୍କେତିକ ଚିତ୍ର

ବିଜେପିରୁ ୫ ନିଲମ୍ବିତ

ଭୁବନେଶ୍ୱର :- ଦଳର ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ କାରଣରୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ସୁବର୍ଣ୍ଣପୁର ଜିଲ୍ଲା ସାଧାରଣ ସଂପାଦକ ସୁରେଶ ଚନ୍ଦ୍ର ମିଶ୍ର, ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସମ୍ବିତ କୁମାର ନେପାଳ, ପ୍ରଶାନ୍ତ କୁମାର ଦଣ୍ଡସେନା, ସୁବର୍ଣ୍ଣପୁର ଜିଲ୍ଲା ଚରଦେଇ ମଣ୍ଡଳ ସାଧାରଣ ସଂପାଦକ ମଧୁସୂଦନ କ୍ଷେତି, ବଲାଙ୍ଗିର ଜିଲ୍ଲା ପୂର୍ବତନ ଯୁବମୋର୍ଚ୍ଚା ସଭାପତି ସାନନ୍ଦ ବାଘଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯିବା ସହ ୧୫ ଦିନ ମଧ୍ୟରେ ସଠିକ୍ କାରଣ ନଦର୍ଶାଇଲେ ଦଳରୁ ବହିଷ୍କାର କରାଯିବ ବୋଲି ଏକ ପ୍ରେସ ବିବୃତିରେ ମୁଖପାତ୍ର ଗୋଲକ ମହାପାତ୍ର ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା