Connect with us

ଓଡିଶା

ବିଜେଡିର ୧୪ଜଣିଆ ମୁଖପାତ୍ର ଟିମ୍ ଘୋଷଣା

ସାଙ୍କେତିକ ଚିତ୍ର

ବିଜେଡିର ୧୪ଜଣିଆ ମୁଖପାତ୍ର ଟିମ୍ ଘୋଷଣା
ଭୁବନେଶ୍ୱର,୧୨ା୧୦ : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ଜଣ ମୁଖପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି । ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର , ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂହଦେଓ , ପ୍ରତାପ ଦେବ, ପ୍ରଶାନ୍ତ ନନ୍ଦ , ସୁଲୋଚନା ଦାସ , ରବି ନନ୍ଦ, ସମୀର ରଂଜନ ଦାଶ , ସସ୍ମିତ ପାତ୍ର,ଦେବାଶିଷ ସାମନ୍ତରାୟ, ଦେବାଶିଷ ମାରାଣ୍ଡି, ଅରୁଣ ସାହୁ ଓ ଡ. ଅମର ପଟ୍ଟନାୟକ ।

ଅପରପକ୍ଷରେ ମୁଖପାତ୍ରଙ୍କ ନୂଆ ଟିମ୍ ଘୋଷଣା ପରେ ଅମର ପ୍ରସାଦ ଶତପଥୀ ଏଥିରୁ ବାଦ୍ ପଡିଛନ୍ତିି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା