Connect with us

ଦେଶ

ବାଉଁସର ଓ ବ୍ୟକ୍ତିଗତ ବଡିଗାର୍ଡଙ୍କ ଡିମାଣ୍ଡ

ସାଙ୍କେତିକ ଚିତ୍ର

ରାଜସ୍ଥାନ :- ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜସ୍ଥାନର ନେତାମାନେ ନିଜକୁ ସେତେ ଅସୁରକ୍ଷିତ ମଣୁଛନ୍ତି । ନିର୍ବାଚନ ଆଚାର ସଁହିତା ଲାଗୁହେବା ପରଠାରୁ ସେମାନଙ୍କ ସୁରକ୍ଷା ପ୍ରଶ୍ନ ବଢିଯାଇଛି । ଏହାର ସିଧା ସଳଖ ଫାଇଦା ବାଉଁସର ଓ ବ୍ୟକ୍ତିଗତ ବଡିଗାର୍ଡଙ୍କ ସପକ୍ଷରେ ଯାଇଛି .। ଏହି କାରଣରୁ ସେମାନଙ୍କ ଡିମାଣ୍ଡ ବଢିଯାଇଛି ବାଉଁଶର ମାନକ ଦର ଦୈନିକ 1500 ରୁ 2000 ଟଙ୍କାକୁ ବୃଦ୍ଧି ପାଇଛି କିନ୍ତୁ ଯୋଉଁମାନଂକର ପାଖରେ ବନ୍ଧୁକ ଅଛି ସେମାଙ୍କ ଦର ଦୈନିକ 2000 ରୁ 2500 ଟଙ୍କାରେ ପହଂଚିଛି ସେଇଭଳି ମାସିକ ଦରମା 15,000 ରୁ 30,000 ରେ ପହଂଚିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ