Connect with us

ଆଞ୍ଚଳିକ

ବର୍ଷା ଜଳରେ ଭାସିଯଇ ଜଣେ ମୃତ

ବର୍ଷା ଜଳରେ ଭାସିଯଇ ଜଣେ ମୃତ

ବର୍ଷା ଜଳରେ ଭାସିଯଇ ଜଣେ ମୃତ
ଭୁବନେଶ୍ୱର,୧୩ା୮ : ଆଜି ରାଜଧାନୀରେ ହୋଇଥିବା ପ୍ରବଳ ବର୍ଷାରେ ୬ ନମ୍ବର ୟୁନିଟ୍ ସ୍ଥିତ ବନଦୁର୍ଗା ଅଂଚଳର ହରି ପଟ୍ଟନାୟକ ନାମକ ଜନୈକ ବ୍ୟକ୍ତି ପାଣିରେ ଭାସି ଯାଇଥିଲେ । ଅଗ୍ନିଶମ ସଂସ୍ଥାର କର୍ମଚାରୀ ତାଙ୍କର ଶବକୁ ନାଳ ଭିତରୁ ଉଦ୍ଧାର କରିଥିଲେ । ଶବ ଉଦ୍ଧାର ପରେ ଏହାକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଥିଲେ । ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ